ସମ୍ବଲପୁରୀ ଶାଢ଼ି ପିନ୍ଧି ଏକଦମ୍ ସିମ୍ପଲ ଲୁକରେ ପୁରୀ କୋଣାର୍କ ମନ୍ଦିର ଦେଖିବାକୁ ପହଁଚିଲେ ବଲିଉଡର ଏହି ଚର୍ଚ୍ଚିତ…
ହିନ୍ଦୀ ଟେଲିଭିଜନ ଧାରାବାହିକ ‘ଦୀୟା ଔର ବାତୀ ହମ୍’ ଫେମ ଦୀପିକା ସିଂହଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଦୀପିକା ସିଂହ,ଯାହାଙ୍କୁ କି ଲୋକମାନେ ସନ୍ଧ୍ୟା ନାମରେ ଜାଣିଛନ୍ତି। ଏବେ ଦୀପିକା ସିଂହ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଅଛନ୍ତି। ଆଉ ସେ ପ୍ରତ୍ୟେକଦିନ…