ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି କଲେ ୫୦ କୋଟି ଟଙ୍କାର ମାନହାନି ମକଦ୍ଦମା, ‘ଆର୍ଜେଣ୍ଟିନା ଫ୍ୟାନ୍ କ୍ଲବର…
କୋଲକତା : ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି କୋଲକାତାର ଆର୍ଜେଣ୍ଟିନା ଫ୍ୟାନ୍ କ୍ଲବର ସଭାପତି ଉତ୍ତମ ସାହାଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଛନ୍ତି । ୫୦ କୋଟିର ମାନହାନି ମକଦ୍ଦମା କଲେ ପୂର୍ବତନ ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ସୌରଭ ଗାଙ୍ଗୁଲି । କୋଲକାତା 'ଆର୍ଜେଣ୍ଟିନା…