ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ କୋର୍ଟରୁ ଆଶ୍ୱସ୍ତି, ଅମିତ୍ ଶାହଙ୍କ ବିରୋଧରେ ଟିପ୍ପଣୀ ମାମଲାରେ ମିଳିଲା…
ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜାମିନ ମିଳିଛି । ତାଙ୍କୁ ୨୫,୦୦୦ ଟଙ୍କାର ସିକ୍ୟୁରିଟି ଏବଂ ୨୫,୦୦୦ ହଜାର ଟଙ୍କାର ବେଲ୍ ବଣ୍ଡ୍ରେ ଜାମିନ ପ୍ରଦାନ କରାଯାଇଛି । ସେ ମଙ୍ଗଳବାର ଉତ୍ତର ପ୍ରଦେଶର ସୁଲତାନପୁରର ସ୍ଥାନୀୟ କୋର୍ଟରେ ହାଜର ହୋଇଥିଲେ । ରାହୁଲ କୋର୍ଟଙ୍କୁ…