ଯବାନଙ୍କ ସହ ଦଶହରା ମନାଇବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
କେନ୍ୟୁଜ୍(ବ୍ୟୁରୋ): ଯବାନଙ୍କ ସହ ଦଶହରା ମନାଇବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସିକ୍କିମ୍ରେ LACରେ ଅସ୍ତ୍ର ପୂଜା କରିବେ। ପୂର୍ବ ଲଦ୍ଦାଖରେ ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବାବେଳେ LACରେ ଯବାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ସିକ୍କିମରେ ଭାରତୀୟ ସେନା ସହ ଦଶହରା…