Browsing Tag

DEFY

୫୦ ଘଣ୍ଟା ବ୍ୟାକଅପ ସହିତ ଘରୋଇ କମ୍ପାନୀ ଲଞ୍ଚ କଲା ଇୟର୍ବଡ, ମୂଲ୍ୟ ମାତ୍ର ୯୯୯ ଟଙ୍କା

ବର୍ତ୍ତମାନ ଅଧିକ ମାତ୍ରାରେ ଲୋକ ନିଜ ସୁବିଧା ପାଇଁ ଇୟର୍ବଡ ବ୍ୟବହାର କରୁଛନ୍ତି। ତେଣୁ ସମସ୍ତେ ଚାହାଁନ୍ତି ଯେ ଏହି ଇୟର୍ବଡ ଅଧିକ ସମୟ ପର୍ଯ୍ୟନ୍ତ ଚାର୍ଜ ରଖୁ। ଯାହା ଦ୍ଵାରା ସେମାନେ ନିଜର ସବୁ କାମ କରି ପାରିବେ। ତେବେ ବର୍ତ୍ତମାନ ଘରୋଇ କମ୍ପାନୀ DEFY ଏହାର ଏକ ଇୟରବଡ DEFY Gravity Z…