Browsing Tag

dehydration

ଡାଏଟ୍‌ରେ ସାମିଲ କରନ୍ତୁ ଏହି ୫ଟି ଜିନିଷ, ଖରା ସମୟରେ ଡିହାଇଡ୍ରେସନ୍‌ରୁ ପାଇବେ ରକ୍ଷା

ଗ୍ରୀଷ୍ମ ଋତୁରେ ପ୍ରାୟତଃ ଶରୀରରେ ଜଳର ଅଭାବ ଦେଖାଦେଇଥାଏ । ଏହି କାରଣରୁ ଶରୀରର ଅନେକ ଅଙ୍ଗରେ କିଛି ନା କିଛି ସମସ୍ୟା ଦେଖାଯାଏ, ଯେପରି ସ୍ନାୟୁରେ ଷ୍ଟ୍ରେନ୍ ଥାଏ ଏବଂ ବେଳେବେଳେ ଏହା ପୂରା ଶରୀରକୁ ପ୍ରଭାବିତ କରିବା ଆରମ୍ଭ କରିଥାଏ । ଏପରି ପରିସ୍ଥିତିରେ ଆପଣ ନିଜକୁ ଡିହାଇଡ୍ରେସନ୍‌ରୁ…

ଖରାଦିନେ ଶରୀରରୁ ଜଳୀୟଅଂଶ କମିଗଲେ ଆପଣାନ୍ତୁ ଏହି ସହଜ ଘରୋଇ ଟିପ୍ସ

ଖାଦ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦିନକୁ ଅତିକମରେ ୨ ଲିଟର ପାଣି ପିଇବା ଆବଶ୍ୟକ । କିନ୍ତୁ କିଛି ଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ୨ ଲିଟର ପାଣି ପିଇବା ମଧ୍ୟ ବଡ଼ କଷ୍ଟକର । ଅର୍ଥାତ ଯେଉଁମାନଙ୍କୁ କମ ଶୋଷ ଲାଗିଥାଏ ସେମାନେ କମ ପାଣି ପିଇଥାନ୍ତି । ଏହି ସମୟରେ ଆପଣଙ୍କୁ ନିଜ ଖାଦ୍ୟ ପ୍ରତି…

ଏହି ଘରୋଇ ଉପାୟ ଦ୍ବାରା କେବେ ହେବ ନାହିଁ ଅଂଶୁଘାତ

ଖରା ଦିନ ଆସିବା ମାତ୍ରେ ଲୋକଙ୍କର ଚିନ୍ତା ବଢ଼ିଯାଇଥାଏ। ଘର ମାନଙ୍କରେ ଫ୍ୟାନ, କୁଲର ଏସିର ବ୍ୟବହାର ବଢ଼ିଯିବା ବେଳେ ବାହାରେ ଏଥିରୁ ରକ୍ଷା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଇଥାଏ। କିନ୍ତୁ ଖରାର ପ୍ରଭାବରେ ଲୁ ଅର୍ଥାତ୍‌ ଅଂଶୁଘାତ ହେବାର ଅଧିକ ସମ୍ଭାବନା ରହିଥାଏ। କାରଣ ଖରାରେ ଟିକେ…

ଡିହାଇଡ୍ରେସନ କାରଣରୁ ଚାଲି ଯାଇପାରେ ଆପଣଙ୍କ ଜୀବନ, ସମୟ ପୂର୍ବରୁ ଜାଣନ୍ତୁ ଏହାର ଲକ୍ଷଣ

ଗରମ ଦିନର ଆରମ୍ଭ ହୋଇସାରିଛି। ଗରମ ପବନ ଏବଂ ଖରାର ପ୍ରଭାବ ପଡିଲାଣି। ଗରମ ବଢ଼ିବା ସାଙ୍ଗକୁ ଲୋକଙ୍କର ଡିହାଇଡ୍ରେସନର ସମସ୍ୟା ହୋଇପାରେ। ଗରମ ଦିନରେ ଡିହାଇଡ୍ରେସନ ସମସ୍ୟା ଏକ ସାଧାରଣ ସମସ୍ୟା। ଗରମ ପାଇଁ ଶରୀରରୁ ଝାଳ ବାହାରିଥାଏ ଆଛ ଏହି କାରଣରୁ ଶରୀରରେ ଜଳୀୟ ଅଂଶ କମିଯାଇଥାଏ। ଯଦି ଆପଣ…