Browsing Tag

delanga

ପୋଖରୀରେ ବୁଡି ଭାଇ, ଭଉଣୀଙ୍କ ସଲିଳ ସମାଧି; ଗାଁରେ ଶୋକାକୂଳ ପରିବେଶ

ପିପିଲି (କେନ୍ୟୁଜ): ପୋଖରୀରେ ବୁଡି ଭାଇ, ଭଉଣୀଙ୍କ ସଲିଳ ସମାଧି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗୁଆଳିପଡା ପଞ୍ଚାୟତ ହୁମର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ଗତକାଲି ଗ୍ରାମର ଶଙ୍କର ରାଉତଙ୍କର ୯ବର୍ଷର ପୁଅ ଓ ୭ବର୍ଷର ଝିଅର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ଗାଁର ଜଣେ ବ୍ୟକ୍ତି ଶିଶୁ…

ଷାଠିଏ ବର୍ଷ ବୟସ୍କ ଶାଗ ବିକାଳି ମହେନ୍ଦ୍ର ବଢ଼େଇ ଓ ଡେଲାଙ୍ଗ ତହସିଲଦାର

ପିପିଲି (କେନ୍ୟୁଜ୍‌): ସମୟ ଅପରାହ୍ନ ୧୧ଟା । ଡହ ଡହ ଖରା। ଲୋକ ପ୍ରୟତଃ ବଜାର ଛାଡି ସାରିଲେଣି। ହଠାତ୍ ଏହି ସମୟରେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଢେଇ ଲକଡାଉନ ସ୍ଥିତି ତଦାରଖ କରିବାକୁ ପହଞ୍ଚି ଥିଲେ। ଏହି ସମୟରେ ଜନୈକ ୬୦ ବର୍ଷର ବୃଦ୍ଧ ଖରାରେ ବସି ଖଡା ଶାଗ ବିକ୍ରି କରୁଥିଲେ। ହେଲେ…

ମହାଦେବଙ୍କ ପାଦୁକା ପାଣି ପିଇଲେ ଦୂର ହୁଏ ସବୁ ରୋଗ, ଏମିତି ମହିମା ଡେଲାଙ୍ଗର ବାବା ସୋମନାଥଙ୍କର

ଆମ ରାଜ୍ଯରେ ରହିଛି ଅନେକ ଶୈବ ପୀଠ । ତେବେ ଏପରି କିଛି ଶୈବ ପୀଠ ରହିଛି ଯାହା ନିଜ ସ୍ୱତନ୍ତ୍ରତା ପାଇଁ ଭକ୍ତଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରି ପାରିଛି। ସେହିଭଳି ଏକ ପୀଠ ହେଉଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ହରିରାଜପୁର ଗ୍ରାମରେ ଥିବା ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପୀଠ। ଯେଉଁଠି ଜ୍ୱର ହେଉ…

ପୁରୀ: ଶବକୁ ମିଳିଲାନି ସମ୍ମାନ, ବାଇକରେ ବୁହା ହେଲା ମୃତଦେହ

ପୁରୀ(କେନ୍ୟୁଜ୍):  ଶବକୁ ମିଳିଲାନି ସମ୍ମାନ। ବାଇକରେ ବୁହା ହେଲା ମୃତଦେହ। ରାଜଧାନୀ ଉପକଣ୍ଠ ଡେଲାଙ୍ଗରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡେଲାଙ୍ଗ ବ୍ଲକ ବେରବୋଇ ଗ୍ରାମ ପଞ୍ଚାୟତ ଉଦୟପୁର ଗାଁର ସତୀଶ ବଡ଼ଜେନା ଅସୁସ୍ଥ ହେବା ପରେ ତାଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ…

ପୁରୀ : ୩ ଶହ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ୩ କୋଟି ୬୦ ଲକ୍ଷ ଟଙ୍କାର ଋଣ ଦେଲେ ବ୍ୟାଙ୍କର୍ସ

ବାତ୍ୟା ଫିନରେ ପ୍ରଭାବିତ ପୁରୀ ଜିଲ୍ଳା ଡେଲାଙ୍ଗ ବ୍ଲକର ଆଥିିକ ସ୍ଥିତି ଦୋହଲି ଯାଇଥିଲା । ବିଭିନ୍ନ ଉଦ୍ୟୋଗ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଏବେ ସେମାନଙ୍କୁ ସହାୟତାର ହାତ ବଢାଇଛି ଡେଲାଙ୍ଗ ବ୍ଲକ ବ୍ୟାଙ୍କର୍ସ । ବ୍ଲକର ସମସ୍ତ ବ୍ୟାଙ୍କ ଏକତ୍ରିତ ହୋଇ ଲୋକଙ୍କୁ ଋଣ ଦେବାକୁ ଆଗେଇ ଆସିଛନ୍ତି…