ହ୍ଵାଟସଆପ୍: Delete for Everyone ଫିଚରରେ ଆଣିଲା ବଡ଼ ପରିବର୍ତ୍ତନ, ଏବେ ଚାଟିଂ କରିବା ହେବ ଆହୁରି ସହଜ
ଦୁନିଆର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଚାଟିଂ ଆପ୍ ମଧ୍ୟରୁ ହ୍ଵାଟସଆପ୍ ଗତ କିଛି ବର୍ଷ ମଧ୍ୟରେ ଏହାର ଉପଭୋକ୍ତାମାନଙ୍କ ପାଇଁ ଅନେକ ନୂଆ ଅପଡେଟ୍ ପ୍ରକାଶ କରିଛି, ଯେଉଁଥିରେ ଅନେକ ପରିବର୍ତ୍ତନ ମଧ୍ୟ ହୋଇଛି । ଏଥିମଧ୍ୟରୁ ଗୋଟିଏ ହେଉଛି ହ୍ଵାଟସଆପ୍ Delete for…