ଛାଡ଼ିବାକୁ ଚାହୁଁଛନ୍ତି କି Instagram? ଏମିତି କରି ପାରିବେ ନିଜ ଆକାଉଣ୍ଟକୁ ଡିଲେଟ୍ କିମ୍ବା ଡିସେବଲ୍, ଜାଣନ୍ତୁ…
Instagram ଫେମସ୍ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ବନି ଯାଇଛି। ଏଠି ଅନେକ ଲୋକ ଅନେକ ସମୟ ଧରି ସମୟ ଅତିବାହିତ କରୁଛନ୍ତି। ଏମିତିରେ ଯଦି ଆପଣ Instagramରୁ ବ୍ରେକ୍ ନେବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କୁ ଦୁଇଟି ଅପଶନ୍ ମିଳିବ। ଗୋଟିଏ ହେଲା, ଆପଣ ନିଜ ଆକାଉଣ୍ଟକୁ ଡିସେବଲ୍ କରି…