ଗର୍ଭରେ ବଢ଼ୁଥିବା ଭ୍ରୁଣର ୯୦ ସେକେଣ୍ଡରେ ହେଲା ହାର୍ଟ ଅପରେସନ୍, ଦିଲ୍ଲୀ ଏମ୍ସର ଡାକ୍ତରଙ୍କୁ ପ୍ରଶଂସା କଲେ…
ଦିଲ୍ଲୀ ଏମ୍ସର ଡାକ୍ତର ଜଣେ ମହିଳାଙ୍କ ଗର୍ଭରେ ବଢ଼ୁଥିବା ଭ୍ରୁଣର ହାର୍ଟକୁ ମାତ୍ର ୯୦ ସେକେଣ୍ଡରେ ଠିକ୍ କରି ଦେଇଛନ୍ତି। ଅଲଟ୍ରାସାଉଣ୍ଡ ସାହାଯ୍ୟରେ ଗର୍ଭବତୀ ମହିଳାଙ୍କ ପେଟରେ ଛୁଞ୍ଚି ପୂରାଇ ଡାକ୍ତରମାନେ ଗର୍ଭସ୍ଥ ଭ୍ରୁଣର ହାର୍ଟର ପ୍ରୋସିଜର କରି ଭଲ୍ଭର ଅବରୋଧକୁ ହଟାଇଛନ୍ତି।…