କ୍ରୀଡା ଆଇପିଏଲ : ଦିଲ୍ଲୀ ଠାରୁ ୩୩ ରନରେ ହାରିଲା ରାଜସ୍ଥାନ KNews Bureau Sep 25, 2021 0 ଆବୁଧାବି : ଆଇପିଏଲର ଆଜି ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲସକୁ ଦିଲ୍ଲୀ କ୍ୟାପିଟାଲସ ୩୩ ରନରେ ପରାସ୍ତ କରିଛି । ବ୍ୟାଟିଂ କରି ଦିଲ୍ଲୀ ଚା ୬ ଉଇକେଟରେ ୧୫୪ ରନ କରିଥିଲା । ଜବାବରେ ରାଜସ୍ଥାନ ୬ ଉଇକେଟରେ ୧୨୧ ରନ ହିଁ କରି ପାରିଥିଲା ।