ଅଜବ ଘଟଣା : ଘର ଅଳିଆ ଝାଡିବାକୁ ନେଇ ସ୍ୱାମୀର କାନ କାମୁଡି ଚିଣ୍ଡାଇଦେଲା ସ୍ତ୍ରୀ, ଥାନାରେ ମାମଲା
ଦିଲ୍ଲୀର ସୁଲତାନୀପୁରୀ ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ଘର ଝଡା ଅଳିଆକୁ ନେଇ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଝଗଡା ହେବା ପରେ ରାଗରେ ସ୍ୱାମୀଙ୍କ କାନକୁ କାମୁଡି ଦେଇଥିଲା ସ୍ତ୍ରୀ । ମହିଳା ଜଣକ ବ୍ୟକ୍ତିଙ୍କ ଡାହାଣ କାନକୁ ଏମିତି କାମୁଡିଥିଲେ ଯେ, କାନ ସଂପୂର୍ଣ୍ଣ ଭାବେ ଚିଣ୍ଡିଯାଇଥିଲା ।…