Browsing Tag

delhi crime

ଛିଡା ହୋଇ ମୋମୋ ଖାଇବା ସମୟରେ କାନ୍ଧରେ ବାଜିଗଲା କାନ୍ଧ, ତାପରେ ଯାହା ହେଲା କେବେ କଳ୍ପନା କରିନଥିବେ

ନୂଆଦିଲ୍ଲୀ: କଣ ହେଲାଣି ଏ ସମାଜ । ଛୋଟ ଛୋଟ କଥାରେ ଏଠି ମଣିଷ ମଣିଷର ଜୀବନ ନେବାକୁ ବି ପଛଘୁଞ୍ଚା ଦେଉନାହିଁ । ଖାସ୍ କରି ଯୁବପୀଢିଙ୍କ କଥା ତ ନକହିବା ଭଲ । ଏକ ପ୍ରକାରର କହିବାକୁ ଗଲେ ବୁଦ୍ଧି ଭ୍ରଷ୍ଟ ହେଲାଣି ଏମାନଙ୍କର । ଠିକ୍ ଭୁଲ୍, ଭଲ ମନ୍ଦ ବୁଝିବାକୁ ଏମାନଙ୍କ ପାଖରେ ସମୟ…

ପୁଣି ଦିଲ୍ଲୀରେ ନୃଶଂସ କାଣ୍ଡ, ସମସ୍ତଙ୍କ ସାମ୍ନାରେ ଯୁବକଙ୍କୁ ଛୁରୀରେ ଆକ୍ରମଣ, ହେଲେ ସାହାଯ୍ୟ କରିବାକୁ କେହି ବି…

ପୁଣି ଦିଲ୍ଲୀରେ ନୃଶଂସ କାଣ୍ଡ । ସର୍ବସମ୍ମୁଖରେ ଜଣେ ବ୍ୟକ୍ତିକୁ ଛୁରୀରେ ଆକ୍ରମଣ କରିଛନ୍ତି ଅନ୍ୟ ଜଣେ ଯୁବକ । ଏମିତି କାଣ୍ଡ ସମସ୍ତେ ଦେଖୁଥିଲେ ମଧ୍ୟ କିନ୍ତୁ ଆଖପାଖରେ କେହି ବି ସାହାଯ୍ୟ କରିବାକୁ କେହି ଆସିନଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ନନ୍ଦନଗରୀ ଅଞ୍ଚଳରେ ଭାଇରଲ…

କାଠବାକ୍ସ ଭିତରେ ଚାଲିଗଲା ଭାଇଭଉଣୀଙ୍କ ଜୀବନ, ଖେଳୁଖେଳୁ ଲୁଚିଯାଇଥିଲେ ଉଭୟେ

ଖେଳୁ ଖେଳୁ ଚାଲିଗଲା ଜୀବନ । ଖେଳରେ ଖେଳରେ କାଠ ବାକ୍ସ ଭିତରେ ପଶିଗଲେ ଭାଇ ଭଉଣୀ । ଅଣନିଶ୍ୱାସୀ ହୋଇ ଚାଲିଗଲା ଜୀବନ । ଦିଲ୍ଲୀ ଜୋଗା ଭାଇ ଏକ୍ସଟେନସନ ଅଞ୍ଚଳରେ ଘଟିଛି ଏଭଳି ଦୁଖଦ ଘଟଣା । ଖବର ମୁତାବକ, ୮ବର୍ଷର ନୀରଜ ଓ ୬ ବର୍ଷର ଆରତୀ ନିଜ ବାପା ମା’ଙ୍କ ସହ ଖାଇଥିଲେ । ଖାଇସାରିବା…

ବନ୍ଦ ଘରେ ସଢୁଥିଲା ମା’ ଓ ଝିଅଙ୍କ ମୃତଦେହ, ଦୁର୍ଗନ୍ଧ ଆସିବାରୁ ପୋଲିସକୁ ଖବର ଦେଲେ ପଡୋଶୀ

ବନ୍ଦ ଘରେ ସଢୁଥିଲା ମା’ ଏବଂ ଝିଅର ମୃତଦେହ । ଦୁର୍ଗନ୍ଧ ଆସିବାରୁ ପଡୋଶୀ ପୋଲିସକୁ ଖବର ଦେବା ପରେ ସତ ସାମ୍ନାକୁ ଆସିଥିଲା । ଦିଲ୍ଲୀର କୃଷ୍ଣା ନଗର ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରଥମ ମହଲାରେ ଥିବା ଏକ ଫ୍ଲାଟ କିଛିଦିନ ବନ୍ଦ ରହିଥିବା ବେଳେ ଘରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ପୋଲିସକୁ ଖବର…

ଦିଲ୍ଲୀରେ ଲୋମଟାଙ୍କୁରା ହତ୍ୟାକାଣ୍ଡ, ନାବାଳିକା ପ୍ରେମିକାକୁ ୪୦ ଥର ଛୁରୀ ଭୁସିବା ପରେ ପଥରରେ ଛେଚି ହତ୍ୟା କଲା…

ନାବାଳିକା ପ୍ରେମିକାକୁ ବିଚ୍‌ ରାସ୍ତାରେ ୪୦ ଥର ଛୁରୀ ଭୁସିବା ପରେ ପଥରରେ ଛେଚି ହତ୍ୟା କଲା ପ୍ରେମିକ । ଏଭଳି ଘଟଣା ଦିଲ୍ଲୀରେ ଘଟିଛି । ଯାହାର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏଠାରେ ଅନେକ ଲୋକ ଯିବା ଆସିବା କରୁଥିବା ବେଳେ ମଧ୍ୟ କେହି ଯୁବକକୁ ଅଟକାଇ…

ଦିଲ୍ଲୀ: ରାସ୍ତାରେ ସାଇଡ୍‌ ନ ଦେବାରୁ ଡେଲିଭରି ବଏଙ୍କୁ ପିଟି ପିଟି ମାରିଦେଲେ ଦୁଇ ଯୁବକ

ରାଜଧାନୀ ଦିଲ୍ଲୀର ସାଦିପୁର ଗ୍ରାମରେ ଏକ ମାମୁଲି ବିବାଦକୁ ନେଇ ଦୁଇ ଯୁବକ ଜଣେ ଡେଲିଭରି ବଏଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଘଟଣା ବିଷୟରେ ଖବର ପାଇ ପୋଲିସ ପହଞ୍ଚି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲା ସେଣ୍ଟ୍ରାଲ ଦିଲ୍ଲୀର ବୋଲି କୁହାଯାଉଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି…

ଛୁରୀରେ ନିଜ ବେକ କାଟିବା ପରେ ରାସ୍ତାରେ ବନ୍ଧୁକ ଧରି ଦୌଡିଲେ ବ୍ୟକ୍ତି, ଭିଡିଓ ଭାଇରଲ

ଛୁରୀରେ ନିଜ ବେକ କାଟିବା ପରେ ଛୁରୀ ଏବଂ ବନ୍ଧୁକ ଧରି ରାସ୍ତାରେ ଦୌଡୁଥିଲେ ଜଣେ ବ୍ୟକ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି । ଆଉ ବ୍ୟକ୍ତିଙ୍କୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଦିଲ୍ଲୀର ନାଥୁ କଲୋନୀ ଛକ ନିକଟରେ ଜଣେ ବ୍ୟକ୍ତି ଛୁରୀରେ ନିଜ ଗଳା କାଟି ରାସ୍ତାରେ…

ଶୋଇଥିବା ବେଳେ ସ୍ତ୍ରୀ ଖଟରେ ନିଆଁ ଲଗାଇଦେଲା ସ୍ୱାମୀ, ଅର୍ଦ୍ଧଦଗ୍ଧ ଅବସ୍ଥାରେ ହସପିଟାଲରେ ଭର୍ତ୍ତି

ଉତ୍ତର ପୂର୍ବ ଦିଲ୍ଲୀର ଭଜନପୁରା ଅଞ୍ଚଳରେ ଶୋଇଥିବା ପତ୍ନୀକୁ ନିଆଁ ଲଗାଇଦେଇଛନ୍ତି ଜଣେ ଯୁବକ । ଯୁବକ ଜଣକ ନିଜ ପତ୍ନୀକୁ ମାରିବାକୁ ଉଦ୍ୟମ କରି ଶେଯରେ ନିଆଁ ଲଗାଇବା ପରେ ଘରର କବାଟ ବାହାରୁ ବନ୍ଦ କରି ଚାଲିଯାଇଥିଲେ । ନିଆଁ ଲାଗିବା ପରେ ମହିଳା ଜଣକ ଚିତ୍କାର କରିଥିଲେ । କବାଟ ଖୋଲି…

ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରି ଏଟିଏମ୍‌ରୁ କ୍ୟାଶ୍‌ ଲୁଟିଲା ଯୁବକ! କାନ୍ଧରେ ଟଙ୍କା ବସ୍ତା ଲଦି ଖସି ପଳାଉଥିବାର…

ଉତ୍ତର ଦିଲ୍ଲୀର ଓ୍ଵଜିରାବାଦ ଅଞ୍ଚଳରେ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରି ଏଟିଏମ୍‌ରୁ କ୍ୟାଶ୍‌ ଲୁଟ୍‌ ମାମଲା ସାମ୍ନାକୁ ଆସିଛି। ଲୁଟେରା ୧୦.୭୮ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ତେବେ ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଏ ଯାଏ ପୋଲିସ ହାତ…

ଇଜ୍ଜତ ପାଇଁ ବଦ୍‌ଲା ନେଲା ନାବାଳିକା: ପୁଅ କରିଥିଲା ଦୁଷ୍କର୍ମ, ମା’କୁ ଗୁଳିକଲା ପୀଡିତା

ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଲିଭ ଇନ ରିଲେସନରେ ଥିବା ପ୍ରେମିକା ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ, ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ କାରରେ ଯୁବତୀଙ୍କୁ ଘୋଷାଡି ମାରିବା ଏବଂ ତା’ ପରେ ସ୍ୱିଗୀ ବଏଙ୍କୁ ଘୋଷାଡି ମାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହା…

ଦିଲ୍ଲୀ ଯୁବତୀଙ୍କୁ ୧୨ କିମି ଘୋଷାଡିବା ଘଟଣା : ବୟାନ ଦେଲେ ମୃତ ଅଞ୍ଜଳିଙ୍କ ସାଙ୍ଗ ନିଧି, ‘ନିଶାରେ ଚୁର୍‌ ଥିଲା…

ଦିଲ୍ଲୀର ସୁଲତାନୀପୁରୀ ଅଞ୍ଚଳରେ ଯୁବତୀଙ୍କୁ ୧୨ କିମି ଘୋଷାଡିବା ମାମଲାରେ ମୁହଁ ଖୋଲିଛନ୍ତି ମୃତ ଅଞ୍ଜଳିଙ୍କ ସାଙ୍ଗ ନିଧି । ଅଞ୍ଜଳି ଏବଂ ତାଙ୍କ ସାଙ୍ଗ ନିଧି ସ୍କୁଟି ଚଲାଇ ଫେରୁଥିବା ବେଳେ ଏକ ବାଲେନୋ କାର ସହିତ ଧକ୍କା ହୋଇଥିଲା । ଆଉ କାର ଚକା ତଳେ ଅଞ୍ଜଳିଙ୍କ ଗୋଡ ଫସିଯାଇଥିଲେ,…

ଯୁବତୀଙ୍କୁ ୧୨ କିମି ଘୋଷାଡି ନେବା ଘଟଣା : ସାମ୍ନାକୁ ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଯୁବତୀଙ୍କୁ ହୋଇନାହିଁ ଦୁଷ୍କର୍ମ

ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ କାରରେ ଘୋଷାଡ଼ି ହୋଇ ଯୁବତୀଙ୍କ ମୃତ୍ୟୁ ମାମଲାରେ ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ତାଙ୍କର ଗୁପ୍ତାଙ୍ଗାରେ କୌଣସି କ୍ଷତ ଚିହ୍ନ ନାହିଁ। ଏଥିସହ ଦିଲ୍ଲୀ ପୋଲିସ ମଧ୍ୟ ମୃତ ଅଞ୍ଜଳିଙ୍କ ସହ କୌଣସି ଦୁଷ୍କର୍ମ ହୋଇନଥିବା…