Browsing Tag

delhi crowd loots mangoes

ଦିନ ଦିପହରେ ଦିଲ୍ଲୀରେ ଆମ୍ବ ଠେଲାରୁ ଲୁଟି ନେଲେ ଆମ୍ବ, ପୋଲିସ ପହଞ୍ଚିଲା ବେଳକୁ ସବୁ ସଫା

ନୂଆଦିଲ୍ଲୀ : କଥାରେ ଅଛି ମାଗଣା ପାଇଲେ ଲୋକେ ଆଲକାତରା ବି ଖାଇଯିବେ । ଏଭଳି ମାନସିକତାର ଲୋକେ ଦେଶର ସବୁଠି ଅଛନ୍ତି । ତେବେ ଗତକାଲି ଦେଶର ରାଜଧାନୀ ଦିଲ୍ଲୀରେ ଏପରି ଘଟଣା ଘଟିଛି ଯାହା କେହି ବି ବୁଦ୍ଧିଜୀବୀଙ୍କୁ ହଇରାଣ କରିଦେଇ ପାରେ । ଲୋକେ ରାସ୍ତା କଡ଼ରେ ଥିବା ଆମ୍ବ ଠେଲାରୁ ଆଖି…