Browsing Tag

delhi election 2020

ଦିଲ୍ଲୀରେ ଆପ୍‌ର ଜୟ ଜୟକାର, ନେତା ବୋଲିଲେ ଗୀତ ‘ହନୁମାନ କା ବଜଗୟା ଡଙ୍କା ପାଖଣ୍ଡିୟୋଁ କି ଜଲଗୟି ଲଙ୍କା’

ନୂଆଦିଲ୍ଲୀ : ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସବୁଠାରୁ ବେଶି ମୁହାଁମୁହିଁ ହୋଇଥିଲେ ଆପ୍‌ ଓ ବିଜେପି । ଦୁଇ ଦଳର ନେତା ପରସ୍ପରକୁ ତୀବ୍ର ସମାଲୋଚନା କରିବା ସହ ମଉକା ପାଇଲେ ଗୋଡ଼ ଟଣାଟଣି କରିବାକୁ ମଧ୍ୟ ପଛାଉ ନଥିଲେ । ଏସବୁ ଭିତରେ ଟାଣି ହୋଇଗଲେ ପ୍ରଭୁ ହନୁମାନ । ବଜରଙ୍ଗବଲିଙ୍କୁ…

ଆପ୍‌ କର୍ମୀଙ୍କୁ ଚାପୁଡ଼ା ମାରିଲେ କଂଗ୍ରେସର ମହିଳା ନେତ୍ରୀ! ଦେଖନ୍ତୁ ଭିଡିଓ

ନିର୍ବାଚନ ପାଇଁ ଦିଲ୍ଲୀ ରାଜନୀତି ହୋଇଛି ସରଗରମ। କଂଗ୍ରେସର ଅଳକା ଲାମ୍ବା ଆମ୍‌ ଆଦମୀ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାକୁ ଆସିଛନ୍ତି। ଆଜି ଉତ୍ତର ଦିଲ୍ଲୀର ମଜନୁର ଟିଲାରେ ଏକ ମତଦାନ କେନ୍ଦ୍ର ବାହାରେ କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ…

ସପରିବାର ମତଦାନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିୱାଲ୍, କହିଲେ ଆଶା ଅଛି ତୃତୀୟ ଥର ଲାଗି ଆପ୍‌ ଦିଲ୍ଲୀରେ…

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଲାଗି ଉତ୍ତର ଦିଲ୍ଲୀର ସିଭିଲ୍‌ ଲାଇନ୍‌ସ୍ଥିତ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ସପରିବାର ସହିତ ଭୋଟ୍‌ ଦେଇଛନ୍ତି କେଜ୍ରିଓ୍ଵାଲ୍‌ । ସେ ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢୁଛନ୍ତି। ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବିଜେପିର ସୁନୀଲ…

ବାହାଘର ପୂର୍ବରୁ ଭୋଟ୍‌ ଦେବା ପାଇଁ ବରଯାତ୍ରୀଙ୍କ ସହିତ ମତଦାନ କେନ୍ଦ୍ର ପହଞ୍ଚିଲେ ବର, କହିଲେ ‘ଭୋଟ୍‌ ଦେବା…

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ପାଇଁ ମତଦାନ ଚାଲିଛି । ଏହି ଅବସରରେ ଜଣେ ବର ବାହାଘର ପୂର୍ବରୁ ଭୋଟ୍‌ ଦେଇଛନ୍ତି। ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ସେ ବର ବେଶରେ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍‌ ଦେଇଥିଲେ । ବର ସହିତ ବରଯାତ୍ରୀ ଓ ପରିବାର ଲୋକ ମଧ୍ୟ ଭୋଟ୍‌ ଦାନ କେନ୍ଦ୍ରରେ…