ଭିଡ଼ ଭିତରେ କାର୍ ଉପରକୁ ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଛାତି ଥରା ଦୃଶ୍ୟ, ଦେଖନ୍ତୁ…
ଦିଲ୍ଲୀ: ଦିଲ୍ଲୀର ସୁବାସ ନଗର ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ମଣ୍ଡି ୟୁନିୟନ୍ର ଚେୟାରମ୍ୟାନ୍ ଓ ତାଙ୍କ ଭାଇଙ୍କ ଉପରେ ଆଖିବୁଜା ଗୁଳିମାଡ଼ ହୋଇଛି। କେହି ଦୁର୍ବୃତ୍ତ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏହି ଘଟଣା ପରଠାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି। ହରିନଗର…