Browsing Tag

Delhi market

G20 ସମ୍ମିଳନୀ: ବିଦେଶୀ ଅତିଥିଙ୍କ ପାଇଁ ସରୋଜିନୀ ନଗର ମାର୍କେଟ୍‌ରେ ମିଳିବ ୫୦% ରିହାତି

ଦିଲ୍ଲୀରେ G20 ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଏହି ସମୟରେ ସରୋଜିନୀ ନଗର ମାର୍କେଟ୍‌ରେ ଜିନିଷ କିଣାକିଣି ଉପରେ ମିଳିବ ୫୦% ରିହାତି। ଏଠାକାର ଦୋକାନୀ କହିଛନ୍ତି ଯେ G20 ସମ୍ମିଳନୀକୁ ଆସୁଥିବା ବିଦେଶୀ ଅତିଥିମାନେ ସେମାନଙ୍କ ମାର୍କେଟ୍‌ରୁ ଜିନିଷ କିଣାକିଣି କଲେ, ୫୦% ରିହାତି ମିଳିବ।…

ରାଜଧାନୀରେ ଚାଲିଛି ବଡ଼ ଅଫର : ୧ ଟଙ୍କାରେ ଟି-ସାର୍ଟ ଓ ୧୦ ଟଙ୍କାରେ ମିଳୁଛି ପ୍ୟାଣ୍ଟ

ନୂଆଦିଲ୍ଲୀ : ଭାରତର ରାଜଧାନୀ ଦିଲ୍ଲୀ ଶସ୍ତା ପୋଷାକ ପାଇଁ ବେଶ ପ୍ରସିଦ୍ଧ। ଭଲ କ୍ୱାଲିଟିର ଶସ୍ତାରେ କିଣିବାକୁ ହେଲେ ଏଠାରେ ସହଜରେ ମିଳିଯାଏ। କେବଳ ଦିଲ୍ଲୀ ନୁହେଁ ବାହାର ରାଜ୍ୟର ଲୋକ ମାନେ ମଧ୍ୟ ପୋଷାକ କିଣିବାକୁ ଏଠାକୁ ଆସନ୍ତି। ଏଠାରେ ଅନେକ ବଜାର ଅଛି, ଯାହା ପୋଷାକ କିଣିବା ପାଇଁ…