Browsing Tag

delhi murder case

୨୦୨୦ରେ ନିକିକୁ ବିବାହ କରିଥିଲା ସାହିଲ, ଏବେ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ଗିରଫ ହେଲେ ସାହିଲର ବାପା, ଭାଇ ଏବଂ ସାଙ୍ଗ

ଦିଲ୍ଳୀ ନିକି ଯାଦବ ମର୍ଡର କେସ୍ରେ ନୂଆ ମୋଡ଼ ସାମ୍ନାକୁ ଆସିଛି । ଆଉ ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ନିକିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି। ସାହିଲର ବାପା, ଭାଇ ଏବଂ ସାଙ୍ଗକୁ ଗିରଫ କରାଯାଇଛି । ତେବେ ୨୦୨୦ ଅକ୍ଟୋବରରେ ବିବାହ କରିଥିଲେ ଅଭିଯୁକ୍ତ ସାହିଲ ଓ ନିକି ।…

ହତ୍ୟା ପୂର୍ବରୁ ନିକି ଯାଦବଙ୍କର ଶେଷ ସିସିଟିଭି ଫୁଟେଜ୍‌; ଫ୍ଲାଟ୍‌ ସିଡି ଚଢ଼ୁଥିବାର ଆସିଲେ ନଜର…ଦେଖନ୍ତୁ ଭିଡିଓ

ହରିୟାଣା ନିବାସୀ ୨୨ ବର୍ଷୀୟା ନିକି ଯାଦବଙ୍କୁ ତାଙ୍କ ପ୍ରେମିକ ସାହିଲ ଗେହଲତ୍‌ ଅତି ନୃଶଂସ ଭାବରେ ଗଳା ଚିପି ହତ୍ୟା କରିଛନ୍ତି, ଯାହାପରେ ତାଙ୍କ ମୃତଦେହକୁ ଏକ ଢାବାର ଫ୍ରିଜ୍‌ ଭିତରେ ଲୁଚାଇ ରଖିଥିଲେ ସାହିଲ। ଏବେ ମୃତ୍ୟୁ ପୂର୍ବରୁ ନିକିଙ୍କର ଶେଷ ଭିଡିଓ ସାମ୍ନାକୁ ଆସିଛି। ସିସିଟିଭି…

ଏକାଠି ଫେରାର ହେବାର ଥିଲା ପ୍ଲାନ୍‌, ହେଲେ କାରରେ ତଣ୍ଟିଚିପି ମାରିବା ପରେ ପ୍ରେମିକାର ମୃତଦେହକୁ ଫ୍ରିଜରେ ଲୁଚାଇ…

ଦିଲ୍ଲୀରେ ପୁଣି ଶ୍ରଦ୍ଧା ଓ୍ଵାକର ଭଳି ହତ୍ୟାକାଣ୍ଡ । ପ୍ରେମିକାକୁ ମାରି ଢାବାରେ ଥିବା ଫ୍ରିଜରେ ରଖିଥିଲା ପ୍ରେମିକ ।ଏକାଠି ଫେରାର ହେବା ନହେଲେ ଆତ୍ମହତ୍ୟା କରିବାର ଥିଲା ପ୍ଲାନ୍‌ । ହେଲେ ଶେଷରେ ଧୋକା ଦେଇ ପ୍ରେମିକର ତଣ୍ଟି ଚିପି ହତ୍ୟା କଲା ପ୍ରେମିକ । ଆଉ ଉଭୟ ଥିଲେ ଲିଭ୍‌ ଇନ…

ପ୍ରେମ ଦିବସରେ ଦିଲ୍ଲୀରେ ଚାଞ୍ଚଲ୍ୟ! ଯୁବତୀଙ୍କୁ ହତ୍ୟା ପରେ ମୃତଦେହକୁ ଢାବା ଫ୍ରିଜ୍‌ରେ ଲୁଚାଇ ରଖିଥିଲା ଅଭିଯୁକ୍ତ

ରାଜଧାନୀ ଦିଲ୍ଲୀରେ ଅପରାଧ ଥମିବାର ନାଁ ଧରୁନାହିଁ। ମଙ୍ଗଳବାର ଦିଲ୍ଲୀର ବାବା ହରିଦାସ ନଗର ଥାନା ଅଞ୍ଚଳରେ ଶ୍ରଦ୍ଧା ଭଳି ହତ୍ୟାକାଣ୍ଡ ଘଟିଛି। ହତ୍ୟା ପରେ ଯୁବତୀଙ୍କ ମୃତଦେହକୁ ଢାବା ଫ୍ରିଜ୍‌ ଭିତରେ ଲୁଚାଇ ରଖାଯାଇଥିଲା। ମାମଲା ବିଷୟରେ ଅବଗତ ହେବା ପରେ ପୋଲିସ ମୃତଦେହକୁ ଫ୍ରିଜ୍‌ରୁ ଜବତ…

ଏବେ ଜେଲ୍‌ରୁ ବାହାରିବାକୁ ଚାହୁଁ ନାହାନ୍ତି ଶ୍ରଦ୍ଧା ହତ୍ୟାର ଅଭିଯୁକ୍ତ; ଜାମିନ ଆବେଦନ ପ୍ରତ୍ୟାହାର କରିନେଲେ…

ଶ୍ରଦ୍ଧା ହତ୍ୟା ମାମଲାର ଅଭିଯୁକ୍ତ ଆଫ୍‌ତାବ ଅମିନ ପୁନାୱାଲା ସାକେତ କୋର୍ଟରୁ ନିଜର ଜାମିନ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି। ଆଫ୍‌ତାବଙ୍କ ଜାମିନ ଆବେଦନ ଉପରେ ଶୁଣାଣି ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିଲା। ତାଙ୍କ ଓକିଲ ପହଞ୍ଚି ନ ଥିବାରୁ କୋର୍ଟ ପୂର୍ବାହ୍ନ ୧୧ଟାର ସମୟ ଦେଇଥିଲେ।…

ଜଙ୍ଗଲରେ ମିଳିଥିବା ହାଡ଼ ଶ୍ରଦ୍ଧାଙ୍କର, ବାପାଙ୍କ ନମୁନା ସହିତ ଡିଏନଏ୍‌ ନମୁନା ମ୍ୟାଚ୍‌

ଦିଲ୍ଲୀ ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧା ହତ୍ୟା ମାମଲାରେ ବଡ଼ ଖୁଲାସା । ମେହରୋଲି ଜଙ୍ଗଲରୁ ମିଳିଥିବା ହାଡ଼ ଶ୍ରଦ୍ଧାଙ୍କର ବୋଲି ଡିଏନଏ ଟେଷ୍ଟରୁ ଏହା ସ୍ପଷ୍ଟ ହୋଇଛି । ଜଙ୍ଗଲରୁ ମିଳିଥିବା ହାଡ଼ ଓ ଶ୍ରଦ୍ଧା ବାପାଙ୍କର ନମୁନା ସହ ଡିଏନଏ ମ୍ୟାଚ୍ କରିଛି । ମେହେରୋଲି ଜଙ୍ଗଲରୁ ମିଳିଥିବା…

ଶ୍ରଦ୍ଧା ଓ ଆଫ୍‌ତାବଙ୍କ ମଧ୍ୟରେ ଥିଲା ସନ୍ଦେହର କାନ୍ଥ! ସବୁଦିନ ପାଇଁ ଛାଡ଼ି ଚାଲିଯିବାକୁ ଚାହୁଁଥିଲେ ଶ୍ରଦ୍ଧା, ହେଲେ…

ଶ୍ରଦ୍ଧା ହତ୍ୟାକାଣ୍ଡରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଆଫ୍‌ତାବ ଓ ଶ୍ରଦ୍ଧଙ୍କ ମଧ୍ୟରେ ସନ୍ଦେହର କାନ୍ଥ ଛିଡ଼ା ହୋଇଥିଲା, ଯାହାକି ହତ୍ୟାର ମୂଳ କାରଣ ସାଜିଲା। ଉଭୟ ପରସ୍ପର ଉପରେ ଏହାକୁ ନେଇ ନାନା ଅଭିଯୋଗ ଆଣୁଥିଲେ ଏବଂ ଝଗଡ଼ା କରୁଥିଲେ। ପଲିଗ୍ରାଫ୍‌ ପରେ ଏବେ ନାର୍କୋ ଟେଷ୍ଟରେ…

ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ଡକାଯାଇଥିବା ମହାପଞ୍ଚାୟତରେ ଜୋରଦାର ହଙ୍ଗାମା; ମଞ୍ଚ ଉପରେ ଚଢ଼ି ଘୋଷକଙ୍କ ଉପରକୁ ଚପଲ…

ରାଜଧାନୀ ଦିଲ୍ଲୀରେ ହିନ୍ଦୁ ଏକତା ମଞ୍ଚ ଦ୍ୱାରା ଶ୍ରଦ୍ଧା ହତ୍ୟାକାଣ୍ଡ ବିରୋଧରେ ଏକ ମହାପଞ୍ଚାୟତ ଡକାଯାଇଥିଲା, ଯେଉଁଠି ଜୋର୍‌ଦାର ହଙ୍ଗାମା ହୋଇଛି। ଜଣେ ମହିଳା ମଞ୍ଚ ଉପରେ ଚଢ଼ି ଘୋଷକଙ୍କୁ ଚପଲରେ ପିଟିଛନ୍ତି। ମହିଳାଙ୍କ କହିବା ଥିଲା ଯେ ତାଙ୍କ ଝିଅ ୫ ଦିନ ହେବ ଗାଏବ ଅଛି ଏବଂ ପୋଲିସ…

ଦିଲ୍ଲୀରେ ଶ୍ରଦ୍ଧା ଭଳି ଆଉ ଏକ ଜଘନ୍ୟ କାଣ୍ଡ! ହତ୍ୟା କରି ଫ୍ରିଜ୍‌ରେ ରଖିଥିଲେ ବଡି, ମାଆ-ପୁଅ ପ୍ରତିଦିନ ନେଇ…

ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଆଉ ଏକ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି। ଏଠାରେ ସ୍ୱାମୀ ହତ୍ୟା ଅଭିଯୋଗରେ କ୍ରାଇମ୍‌ ବ୍ରାଞ୍ଚ ଜଣେ ମହିଳା ଏବଂ ତାଙ୍କ ପୁଅକୁ ଗିରଫ କରିଛି। ଘଟଣା ଦିଲ୍ଲୀର ପାଣ୍ଡବ ନଗରର ବୋଲି କୁହାଯାଉଛି। ମା’, ପୁଅ ମିଶି ମୃତକଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିବା…

ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା; ୧୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲା ଆଫତାବ

ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ପୁରୁଷ ବନ୍ଧୁ ଅଫତାବକୁ ୧୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଲେ ଦିଲ୍ଲୀ କୋର୍ଟ। ପ୍ରେମିକାକୁ ହତ୍ୟାମାମଲାରେ ଅଧିକ ପଚରାଉଚରା ପାଇଁ ଅଫତାବକୁ ହେପାଜତରେ ନେବା ପାଇଁ ପୋଲିସ ଆବେଦନ କରିଥିଲା। ହେଲେ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ…

ପଲିଗ୍ରାଫ୍‌ ଟେଷ୍ଟରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନରେ ଆଫ୍‌ତାବଙ୍କୁ ଆସିଲା ଜ୍ୱର, ଅଧିକାରୀଙ୍କୁ ମାଗିଲେ ସିଗାରେଟ୍‌

ଶ୍ରଦ୍ଧା ଓ୍ଵାଲକର ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଛି। ଏହି ସମୟରେ ସେ ଅଧିକାରୀଙ୍କ ପ୍ରଶ୍ନରେ ବୁଲାଇ ବୁଲାଇ ଉତ୍ତର ଦେଇଥିଲେ। ଫରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ଟିମ୍‌ ସୂତ୍ରରୁ ଜଣାପଡ଼ିଛି, ଆଫ୍‌ତାବଙ୍କ ଅଙ୍ଗଭଙ୍ଗୀ ଦେଖି ଲାଗୁ ନ ଥିଲା କି, ସେ କୌଣସି…

ଦିଲ୍ଲୀ ହତ୍ୟା ମାମଲାରେ ବଡ ଖୁଲାସା: ଶ୍ରଦ୍ଧାଙ୍କୁ ସିଗାରେଟ ଚେଙ୍କ ଦେଉଥିଲା ଜହ୍ଲାଦ ପ୍ରେମିକ ଆଫ୍‌ତାବ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଲିଭ୍‌ ଇନ୍‌ ପାର୍ଟନର ଶ୍ରଦ୍ଧା ହତ୍ୟା ମାମଲାରେ ବଡ ଖୁଲାସା । ଶ୍ରଦ୍ଧାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଇଆସୁଥିଲା ଜହ୍ଲାଦ ପ୍ରେମିକ । ଅଭିଯୁକ୍ତ ଆଫ୍‌ତାବ୍‌ ଶ୍ରଦ୍ଧାଙ୍କୁ ସିଗାରେଟ ଚେଙ୍କ ଦେଉଥିବା ଜଣାପଡିଛି । ୨୦୨୧ରେ ଶ୍ରଦ୍ଧା ତାଙ୍କ ବନ୍ଧୁଙ୍କୁ ଏ ନେଇ ଏକ ଫଟୋ…