ରିକ୍ସାବାଲା ସ୍ତ୍ରୀ’ ରିଲ କଲା ବୋଲି ମାରି ଦେଲା ସ୍ୱାମୀ, ଆଉ ନିଜେ ମରୁ ମରୁ ବଞ୍ଚିଗଲା
ଜଣେ ରିକ୍ସାବାଲା ସ୍ତ୍ରୀ'ର ରିଲ ତିଆରି କରିବାରେ ଥିଲା ଭାରି ସଉକ । ଆଉ ସ୍ୱାମୀକୁ ଏସବୁ ପସନ୍ଦ ନଥିଲା । ବହୁତ ମନାକଲା ଏସବୁ କରେନି... କିନ୍ତୁ ସ୍ତ୍ରୀ ଲୁଚି ଲୁଚି ରିଲ କଲା । ସ୍ୱାମୀ ଆଖିରେ ହଠାତ ପଡିଯିବାରୁ ସେ ସିଧା ସ୍ତ୍ରୀକୁ ମାରି ନିଜେ ରଶିରେ ଟାଙ୍ଗି ହୋଇ ପଡ଼ିଲା । କଣ…