Browsing Tag

delhi news

ଦିଲ୍ଲୀ: ତାସ୍‌ ଘର ଭଳି ଭୁଶୁଡ଼ିଲା ୩ ମହଲା ବିଲ୍ଡିଂ, ଭୟରେ ଏଣେତେଣେ ଦୌଡ଼ିଲେ ଲୋକେ

ପୂର୍ବ ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳରେ ଏକ କୋଠାଘର ତାସ୍‌ ଘର ଭଳି ଭୁଶୁଡ଼ି ପଡ଼ିଛି । ୩ ମହଲା ବିଶିଷ୍ଟ ଏହି କୋଠାଘର ହଠାତ୍‌ ଭୁଶୁଡ଼ି ପଡ଼ିବା ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି । ତେବେ ଘରଟି ଭୁଶୁଡ଼ିବା ପରେ ଲୋକମାନେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ…

ଦିଲ୍ଲୀ: ଦ୍ରୁତଗତିରେ ଯାଉଥିବା DTC ବସ୍‌ ଖୁଣ୍ଟରେ ପିଟିହେଲା, ୧୫ ଯାତ୍ରୀ ଆହତ

ପଶ୍ଚିମ ଦିଲ୍ଲୀର ରାଜୋରୀ ଗାର୍ଡେନ ରିଙ୍ଗ୍‌ ରୋଡ୍‌ରେ ଏକ ଡିଟିସି କ୍ଲଷ୍ଟରର ବସ୍‌ ଦୁର୍ଘଟଣାର ଶିକାର ହୋଇଛି । ହଠାତ୍‌ ବସ୍‌ର ସନ୍ତୁଳନ ବିଗିଡ଼ିଯିବାରୁ ଏହା ସିଧା ଏକ ଖୁଣ୍ଟିରେ ପିଟି ହୋଇ ଯାଇଥିଲା । ଫଳରେ ବସ୍‌ରେ ଥିବା ପ୍ରାୟ ୧୫ ଜଣ ଯାତ୍ରୀ ଏଥିରେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ…

ଦିଲ୍ଲୀରେ ୫ ଦିନ ବନ୍ଦ ରହିବ ମଦ ଦୋକାନ, ସରକାର ଘୋଷଣା କଲେ ଡ୍ରାଏ ଡେ’

ରାଜଧାନୀ ଦିଲ୍ଲୀରେ ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ବଡ଼ ଖବର । ଦିଲ୍ଲୀ ସରକାର ଏପ୍ରିଲ ମାସରେ ୫ ଦିନର ଡ୍ରାଏ ଡେ’ ଘୋଷଣା କରିଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଏହି ତାରିଖଗୁଡ଼ିକ ମଧ୍ୟ ଘୋଷଣା କରାଯାଇଛି । ଏପ୍ରିଲରେ ଏହି ପାଞ୍ଚ ଦିନ ସମସ୍ତ ମଦ ଦୋକାନ ବନ୍ଦ ରହିବ । ଆପଣ ଏହି ଦିନ ନା…

‘ପୁଅର ପରୀକ୍ଷା ଅଛି, ଜାମିନ୍‌ ଦିଅନ୍ତୁ…’, ବିଆର୍‌ଏସ୍‌ ନେତ୍ରୀ କେ. କବିତାଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କେ. କବିତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । କୋର୍ଟ ଏହି ନିଷ୍ପତ୍ତିକୁ ସଂରକ୍ଷିତ ରଖିଛନ୍ତି । ସୂଚନା ମୁତାବକ, ରାଉସ୍ ଆଭେନ୍ୟୁ କୋର୍ଟ ଆସନ୍ତା ସୋମବାର ଅର୍ଥାତ୍ ଏପ୍ରିଲ ୮ରେ ନିଜର ନିଷ୍ପତ୍ତି ଶୁଣାଇବେ ।…

ବିଆର୍‌ଏସ୍‌ ନେତ୍ରୀ କେ. କବିତାଙ୍କ ଇଡି ହେପାଜତ ମାର୍ଚ୍ଚ ୨୬କୁ ବୃଦ୍ଧି

ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି ଶନିବାର ବିଆର୍‌ଏସ୍‌ ନେତ୍ରୀ କେ. କବିତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା । ଏଠାରେ ତାଙ୍କର ହେପାଜତ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଯେତେବେଳେ କବିତାଙ୍କ ଓକିଲ ଜାମିନ ଆବେଦନ କରିଥିଲେ, ଇଡି ତାଙ୍କ…

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ. କବିତାଙ୍କୁ ଝଟ୍‌କା, ଜାମିନ୍‌ ଦେବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ସୁପ୍ରିମକୋର୍ଟ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତା କେ. କବିତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି । କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଗିରଫ କରିଛି । ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା, ଜଷ୍ଟିସ୍‌ ଏମ୍‌. ଏମ୍‌. ସୁନ୍ଦରେଶ ଏବଂ ଜଷ୍ଟିସ୍‌ ବେଲା ଏମ୍‌.…

ଦିଲ୍ଲୀ ପୋଲିସ ସହ ଗୁଳି ବିନିମୟ; ଏନ୍‌କାଉଣ୍ଟରରେ ହାସିମ୍‌ ବାବା ଗ୍ୟାଙ୍ଗ୍‌ର ୩ ଶାର୍ପଶୁଟର ଆହତ

ଦିଲ୍ଲୀର ଗୋକଲପୁରୀ ମେଟ୍ରୋ ଷ୍ଟେସନ ନିକଟରେ ସୋମବାର ବିଳମ୍ବିତ ରାତିରେ ପୋଲିସ ଏବଂ ହାସିମ୍‌ ବାବା ଗ୍ୟାଙ୍ଗର ୩ ଶାର୍ପଶୁଟରଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଉଭୟଙ୍କ ପକ୍ଷରୁ ୧୪ରୁ ଅଧିକ ଗୁଳି ଚଳାଯାଇଥିଲା । ଏହି ସମୟରେ ପୋଲିସ ଏନ୍‌କାଉଣ୍ଟରରେ ୩ ଶାର୍ପଶୁଟର ଆହତ ହୋଇଛନ୍ତି…

ଦିଲ୍ଲୀ: ହଙ୍ଗାମା ପରେ ଆକ୍ସନ୍‌, ରାସ୍ତାରେ ନମାଜ ପଢ଼ୁଥିବା ଲୋକଙ୍କୁ ମାରିଥିଲେ ଗୋଇଠା, ନିଲମ୍ବିତ ହେଲେ ପୋଲିସ କର୍ମୀ

ଦିଲ୍ଲୀର ଇନ୍ଦ୍ରଲୋକରୁ ଏକ ଭିିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ନେଇ ବିବାଦ ଦେଖାଦେଇଛି । ଏଠାରେ ରାସ୍ତାରେ ନମାଜ ପାଠ ଚାଲିଥିଲା । ଏହାରି ଭିତରେ ଜଣେ ପୋଲିସ କର୍ମୀ ଅଭଦ୍ର ଆଚରଣ କରିଥିଲେ । ପୋଲିସ କର୍ମୀ ଜଣକ ନମାଜ ପଢ଼ୁଥିବା ଯୁବକମାନଙ୍କୁ ଗୋଇଠା ମାରିଥିଲେ ।…

କରେଣ୍ଟ ଲଗାଇ ସ୍ୱାମୀର ହତ୍ୟା କଲା ସ୍ତ୍ରୀ, ଦୁଇ ଦିନ ଘରେ ରଖିଲା ଶବ

ଆଗ୍ରାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ କରେଣ୍ଟ ଲଗାଇ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ ସ୍ୱାମୀଙ୍କୁ ହତ୍ୟା କରିବା ପରେ ମହିଳା ଜଣକ ଶବକୁ ଦୁଇ ଦିନ ଘରେ ବନ୍ଦ କରି ରଖିଥିଲେ । ଘରୁ ପଚା ଗନ୍ଧ ବାହାରିବା ପରେ ସେ ନିଜେ ଥାନାରେ ପହଞ୍ଚି ହତ୍ୟା ବିଷୟରେ ପୋଲିସକୁ…

ରାହୁଲ ଗାନ୍ଧିଙ୍କ ଦ୍ୱାରା ତିଆରି କାଠ ଡେସ୍କରେ ବସିବେ ଦିବ୍ୟାଙ୍ଗ ଛାତ୍ରୀ, ଦିଲ୍ଲୀର ଏହି ସ୍କୁଲକୁ କରାଗଲା ଦାନ

କେତେବେଳେ ଟ୍ରକ୍‌ ଡ୍ରାଇଭରଙ୍କ ସହ କଥାବାର୍ତ୍ତା ତ କେତେବେଳେ କୁଲିଙ୍କ ସହ ଭେଟ…ପୁଣି କେତେବେଳେ ମେକାନିକ୍‌ ଦୋକାନରେ ବାଇକ୍‌ ରିପେୟାରିଂ…ଏହିଭଳି କିଛି ଅନ୍ଦାଜରେ ପୂର୍ବରୁ ଦେଖିବାକୁ ମିଳିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ରାଜଧାନୀ…

ଦିଲ୍ଲୀରେ ବଡ଼ ଧରଣର ଚୋରି; କାନ୍ଥ କଣା କରି ଜୁଏଲେରୀ ଶୋ’ରୁମ୍‌ରେ ପଶିଲେ ଚୋର, ନେଇଗଲେ ୨୫ କୋଟିର ଅଳଙ୍କାର

ଦିଲ୍ଲୀର ଜଙ୍ଗପୁରାରେ ଏକ ଜୁଏଲେରୀ ଶୋ’ରୁମ୍‌ରୁ କୋଟି କୋଟି ଟଙ୍କାର ଚୋରି ହୋଇଛି। ଶୋ’ରୁମ୍‌ ମାଲିକଙ୍କ ମୁତାବକ, ଚୋରମାନେ ଦୋକାନରେ ପଶି ପାଖାପାଖି ୨୫ କୋଟି ଟଙ୍କାର ହୀରା ଓ ସୁନା ଅଳଙ୍କାର ଚୋରି କରି ନେଇଛନ୍ତି। ଏହି ଶୋ’ରୁମ୍‌ ଉମ୍‌ରାଓ ସିଂ ଓ ମହାବୀର ପ୍ରସାଦ ଜୈନଙ୍କର। ଦୋକାନରେ…

ଦିଲ୍ଲୀ: ନିଲୋଠି ଗ୍ରାମରେ ଥିବା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭାରେ ନିୟୋଜିତ ୧୦ ଦମକଳ ଗାଡ଼ି

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ। ଏଠାରେ ଥିବା ଏକ ପ୍ଲାଷ୍ଟିକ୍‌ ପାଇପ୍‌ ଫ୍ୟାକ୍ଟ୍ରିରେ ସୋମବାର ସକାଳେ ଭୟଙ୍କର ନିଆଁ ଲାଗିଛି। ଖବର ପାଇ ୧୦ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ଲାଗିପଡ଼ିଛନ୍ତି। ଅଗ୍ନିଶମ ବାହିନୀଙ୍କ ସୂଚନା ମୁତାବକ, ଦିଲ୍ଲୀର ନିଲୋଠି ଗ୍ରାମରେ ଥିବା ଏହି…