Browsing Tag

delhi police

ଚାଷୀ ଆନ୍ଦୋଳନ ବେଳେ ଚାଲିଗଲା ପୋଲିସ କର୍ମୀଙ୍କ ଜୀବନ, ପୂର୍ବରୁ ଜଣେ ଚାଷୀଙ୍କର ହୃଦଘାତରେ ହୋଇଥିଲା ମୃତ୍ୟୁ

ପଞ୍ଜାବ-ହରିଆଣାର ଶମ୍ଭୁ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଆନ୍ଦୋଳନ ସମୟରେ ଜଣେ ଚାଷୀ ହୃଦଘାତରେ ମରିଥିବା ବେଳେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଖବର ମୁତାବକ, ୫୨ ବର୍ଷୀୟ ହୀରାଲାଲ ଚାଷୀ ଆନ୍ଦୋଳନରେ ଶମ୍ଭୁ ବର୍ଡରେ ଡ୍ୟୁଟିରେ…

ଦିଲ୍ଲୀ ପୋଲିସ ଥାନାରେ ଅଗ୍ନିକାଣ୍ଡ, ୪୫୦ ଗାଡି ଜଳି ପାଉଁଶ

ନୂଆଦିଲ୍ଲୀର ୱାଜିରାବାଦ ଥାନା ପରିସର ମାଲଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ମାଲଖାନାରେ ଥିବା ୪୫୦ ଗାଡ଼ି ଜଳି ପାଉଁଶ ହୋଇ ଯାଇଛି । ଏଥିରେ ୨୫୦ ବାଇକ୍‌ ଏବଂ ୨୦୦ କାରରେ ରହିଥିବା ଜଣାପଡିଛି । ତେବେ ଘଟଣାରେ କେହି ମୃତାହତ କି ଆହତ ହୋଇ ନ ଥିବା ସୂଚନା ମିଳିଛି । ନିଆଁ…

ଚୋରି କରି କରି ହେଇଗଲା କୋଟିପତି, ଭାରତ ଠୁ ନେପାଳ ଯାଏ ରହିଛି ଢ଼େର ସମ୍ପତ୍ତି

ଧରା ପଡିଲା କୋଟିପତି ଚୋର। ଚୋରି କରି କରି ସବୁ ଟଙ୍କା ସାଇତି ରଖୁଥିଲା, ଯାହାପରେ ସେ ଏବେ କୋଟିପତି ବନିଯାଇଛି । ଏତେ ସତର୍କତାର ସହ ଚୋରି କରୁଥିଲା ଯେ କେବେବି ଧରା ପଡ଼ିନଥିଲା । ଦୀର୍ଘ ୨୫ ବର୍ଷ ଧରି ସେ ଚୋରି କରୁଥିଲା । ଏବେ ଦିଲ୍ଲୀ ପୁଲିସ ହାତରେ ଧରା ପଡିଛି । ନିଜ ଦେଶରେ ଚୋରି କରି…

ଯୁବରାଜଙ୍କ ମା’ଙ୍କୁ ବ୍ଲାକମେଲ୍‌ କରି ୪୦ ଲକ୍ଷ ମାଗୁଥିଲେ ମହିଳା, ଗିରଫ କଲା ପୋଲିସ

ଭାରତୀୟ ଟିମର ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂଙ୍କ ମା’ଙ୍କୁ ଧମକ ଦେଇ ୪୦ ଲକ୍ଷ ଟଙ୍କା ମାଗିଥିବା ମହିଳାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ମିଛ କେସରେ ଫସାଇବାର ଧମକ ଦେଇ ମହିଳା ଜଣକ ଶବନମ ସିଂଙ୍କୁ ମୋଟା ଅଙ୍କର ଟଙ୍କା ମାଗିଥିଲେ। ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ସହ ପୋଲିସ…

ଦିଲ୍ଲୀର ଭିଆଇପି ଅଞ୍ଚଳରେ ପଶିଲା ପାଣି, ଟ୍ରାଫିକ ଆଡଭାଇଜରୀ ଜାରି

ବଢି ଚାଲିଛି ଯମୁନା ନଦୀର ଜଳସ୍ତର । ଆଉ ବଢିଚାଲିଛି ଦିଲ୍ଲୀବାସୀଙ୍କ ସମସ୍ୟା । ଅନେକ ଭିଆଇପି ଅଞ୍ଚଳରେ ପାଣି ପଶିଛି । ରାସ୍ତାଘାଟ ପାଣି ପଶିଥିବାରୁ ଅନେକ ରୁଟ୍‌ ବନ୍ଦ ହୋଇପଡିଛି । ଟ୍ରେନ ଲାଇନରେ ପାଣି ପଶିଥିବାରୁ ମେଟ୍ରୋ ଟ୍ରେନ ବାତିଲ ହୋଇଛି । ଯମୁନା ନଦୀର ଜଳସ୍ତର ବଢିବା ଯୋଗୁଁ…

ଦିଲ୍ଲୀ ଏୟାରପୋର୍ଟରେ ମହିଳାଙ୍କ ଠାରୁ ମିଳିଲା ୨୨ଟି ଜୀବନ୍ତ ଗୁଳି ଏବଂ ବନ୍ଧୁକ, ମହିଳାଙ୍କୁ ଗିରଫ କଲା ପୋଲିସ

ଦିଲ୍ଲୀ ଏୟାରପୋର୍ଟରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ୨୨ଟି ଜୀବନ୍ତ ଗୁଳି ଓ ଏକ ଖାଲି ବନ୍ଧୁକ ଜବତ କରାଯାଇଛି । ରବିବାର ପୋଲିସ ମହିଳାଙ୍କୁ ଗିରଫ କରିବା ସହିତ ମାମଲାର ଯାଞ୍ଚ କରୁଛି । ଖବର ମୁତାବକ, ଅକାସା ବିମାନରେ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏହି ମହିଳାଙ୍କ…

ଯୌନ ଉତ୍ପୀଡ଼ନର ଫଟୋ ଏବଂ ଅଡିଓ-ଭିଡିଓ ପ୍ରମାଣ ଜମା କର, ୨ ମହିଳା କୁସ୍ତିଯୋଦ୍ଧାଙ୍କୁ ଦିଲ୍ଲୀ ପୋଲିସର ନୋଟିସ୍‌

ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିବା ଦୁଇ ମହିଳା କୁସ୍ତିଯୋଦ୍ଧାଙ୍କଠାରୁ ଦିଲ୍ଲୀ ପୋଲିସ ପ୍ରମାଣ ମାଗିଛି। ପ୍ରମାଣ ଭାବେ ଘଟଣାର ଅଡିଓ, ଭିଡିଓ ଏବଂ ଫଟୋ ଦାଖଲ କରିବାକୁ ପୋଲିସ କହିଛି। କହି ରଖୁଛୁ…

ଲାଲ୍‌କିଲ୍ଲାରେ ମୁତୟନ ସୁରକ୍ଷା ଯବାନଙ୍କୁ ଗୁଳି କରିବାକୁ ଆତଙ୍କବାଦୀଙ୍କୁ ମିଳିଥିଲା ଟାସ୍କ! ଦିଲ୍ଲୀ ପୋଲିସ…

ଦିଲ୍ଲୀ ପୋଲିସ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ‘ISI’ର ଏକ ବଡ଼ ଷଡଯନ୍ତ୍ର ବିଷୟରେ ଖୁଲାସା କରିଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ମେ’ ୧୦ରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ISIର ଷଡ଼ଯନ୍ତ୍ର ବିଷୟରେ କୁହାଯାଇଛି ଯେ ଆତଙ୍କବାଦୀମାନଙ୍କୁ…

‘ଅଫ୍‌ତାବ ମୋତେ ଖୋଜି ମାରିଦେବ’, ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ କୋର୍ଟରେ ଅଡିଓ କ୍ଲିପ୍‌ ଶୁଣାଇଲା ପୋଲିସ

ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ କୋର୍ଟରେ ଏକ ବଡ଼ ଖୁଲାସା କରିଛି। ମାର୍ଚ୍ଚ ୨୦ରେ ଏହି ମାମଲାରେ ନିଜର ଯୁକ୍ତି ଉପସ୍ଥାପନ କରି ପୋଲିସ କୋର୍ଟଙ୍କୁ ଏକ ଅଡିଓ କ୍ଲିପ୍‌ ଶୁଣାଇଛି, ଯେଉଁଥିରେ ଅଫ୍‌ତାବ ତାଙ୍କୁ ହତ୍ୟା କରିଦେବ ବୋଲି ଶ୍ରଦ୍ଧା କହୁଥିବା ଶୁଣିବାକୁ ମିଳିଛି।…

ଇନଷ୍ଟାଗ୍ରାମରେ ଫେକ୍‌ ଆକାଉଣ୍ଟ କରି ୫୦ରୁ ଅଧିକ ଯୁବତୀଙ୍କ ଯୌନ ନିର୍ଯାତନା ଦେଉଥିଲେ ଇଣ୍ଟିରିଅର ଡିଜାଇନର, ପୋଲିସ…

ଇନଷ୍ଟାଗ୍ରାମରେ ଫେକ୍‌ ଆକାଉଣ୍ଟ କରି ଯୁବତୀଙ୍କୁ ଫସାଉଥିଲେ ଇଣ୍ଟିରିଅର ଡିଜାଇନର । ଆଉ ଏବେ ଦିଲ୍ଲୀ ପୋଲିସ ହାତରେ ଧରାପଡିଲେ । ୩୨ ବର୍ଷୀୟ ଇଣ୍ଟିରିଅର ଡିଜାଇନର ସୋସିଆଲ ମିଡିଆରେ ଯୁବତୀଙ୍କୁ ହଇରାଣ କରିବା ସହିତ ଯୌନ ନିର୍ଯାତନା ଦେଇ ଗିରଫ ହୋଇଛନ୍ତି । ଆଉ ଯୁବକ ଜଣକ ଅନେକ ବଡ ଫାର୍ମରେ…

କ୍ୟାମେରା ସମ୍ମୁଖରେ ବନ୍ଧୁକ ହଲାଇ ନାଚିଲେ ଆପ୍‌ ପ୍ରାର୍ଥୀ! ଭିଡିଓ ଭାଇରାଲ ପରେ ଦିଲ୍ଲୀ ପୋଲିସ କଲା ମାମଲା ରୁଜୁ

ଦିଲ୍ଲୀ ନଗର ନିଗମ (MCD) ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ସ୍ୱରୂପ ନଗର ପ୍ରାର୍ଥୀ ଯୋଗିନ୍ଦ୍ର ସିଂ ଓରଫ୍‌ ବଣ୍ଟିଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି। ତାଙ୍କ ନାମରେ ଆର୍ମସ୍ ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇଛି। ବାସ୍ତବରେ, ଯୋଗିନ୍ଦ୍ର ସିଂଙ୍କର ଏକ ଭିଡିଓ ନଭେମ୍ବର ୨୯ରେ…

ଶ୍ରଦ୍ଧା ହତ୍ୟା ମାମଲା: ଗୁରୁଗ୍ରାମରୁ ମିଳିଲା ଶ୍ରଦ୍ଧାଙ୍କ କଟାମୁଣ୍ଡ ଥିବା ପ୍ୟାକେଟ ! ମର ଶରୀରକୁ ୧୮ ଖଣ୍ଡ କରିଥିଲା…

ନୂଆଦିଲ୍ଲୀ : ଦିଲ୍ଲୀରେ ଲିଭ ଇନ୍‌ ପାର୍ଟନର ଶ୍ରଦ୍ଧାଙ୍କ ହତ୍ୟା ମାମଲାରେ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି ପୋଲିସ । ଦିଲ୍ଲୀ ପୋଲିସ ଟିମ୍‌କୁ ଗତକାଲି ଏକ କଟା ମୁଣ୍ଡ ମିଳିଛି। ଅଫତାବ ପୁନାୱାଲା ଗୁରୁଗ୍ରାମର ଯେଉଁ ଘରୋଇ ଆଇଟି କମ୍ପାନିରେ କାମ କରୁଥିଲା, ସେହି ଅଞ୍ଚଳରୁ ପୁଲିସ କଟାମୁଣ୍ଡ…