ଚାଷୀ ଆନ୍ଦୋଳନ ବେଳେ ଚାଲିଗଲା ପୋଲିସ କର୍ମୀଙ୍କ ଜୀବନ, ପୂର୍ବରୁ ଜଣେ ଚାଷୀଙ୍କର ହୃଦଘାତରେ ହୋଇଥିଲା ମୃତ୍ୟୁ
ପଞ୍ଜାବ-ହରିଆଣାର ଶମ୍ଭୁ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଆନ୍ଦୋଳନ ସମୟରେ ଜଣେ ଚାଷୀ ହୃଦଘାତରେ ମରିଥିବା ବେଳେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଖବର ମୁତାବକ, ୫୨ ବର୍ଷୀୟ ହୀରାଲାଲ ଚାଷୀ ଆନ୍ଦୋଳନରେ ଶମ୍ଭୁ ବର୍ଡରେ ଡ୍ୟୁଟିରେ…