ଅଟୋ ଡ୍ରାଇଭରଙ୍କ ଅଜବ ବୁଦ୍ଧି, ଟ୍ରାଫିକ ଜାମରୁ ବର୍ତ୍ତିବା ପାଇଁ ଫୁଟ୍ଓଭର ବ୍ରିଜରେ ଚଲାଇଲେ ଅଟୋ; ଭିଡିଓ ଭାଇରଲ ପରେ…
ଟ୍ରାଫିକ ଜାମରୁ ମୁକୁଳିବାକୁ ପାଇଁ ଜଣେ ଅଟୋ ଚାଳକ ଆପଣାଇଲେ ଅଜବ ଯୋଗାଡ । ଟ୍ରାଫିକ ଜାମରେ ଘଣ୍ଟା ଘଣ୍ଟା ଛିଡ଼ାହୋଇ ଯିବା ଅପେକ୍ଷା ଅଜବ ଉପାୟ ଆପଣାଇଲେ ଅଟୋ ଡ୍ରାଇଭର । ଟ୍ରାଫିକ ଜାମରୁ ବଞ୍ଚିବା ପାଇଁ ଫୁଟ୍ ଓଭର ବ୍ରିଜରେ ଅଟୋକୁ ନେଇଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଆଉ…