Browsing Tag

delhi violence

ଦିଲ୍ଲୀ ହିଂସାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ, ଇକବାଲ୍‌ ସିଂଙ୍କ ଗିରଫଦାରୀ ଉପରେ ଥିଲା ୫୦ ହଜାର ଟଙ୍କାର ପୁରସ୍କାର

ଦିଲ୍ଲୀ ହିଂସାର ଆଉ ଜଣେ ଅଭିଯୁକ୍ତ ଇକବାଲ୍‌ ସିଂଙ୍କୁ ପଞ୍ଜାବର ହୋଶିୟାରପୁରରୁ ଗିରଫ କରାଯାଇଛି। ସ୍ପେଶାଲ ସେଲ୍‌ ଟିମ୍‌ ମଙ୍ଗଳବାର ରାତିରେ ଇକବାଲ୍‌ ସିଂଙ୍କୁ ଧରିଛି। ୨୬ ଜାନୁଆରୀରେ ହୋଇଥିବା ହିଂସାରେ ଜଡ଼ିତ ଇକବାଲ୍‌ ସିଂଙ୍କ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ରଖାଯାଇଥିଲା ବୋଲି…

ଦିଲ୍ଲୀ ହିଂସା ମାମଲାର ମୋଷ୍ଟ ଓ୍ଵଣ୍ଟେଡ ସାହାରୁଖ ଗିରଫ

କେନ୍ଯୁଜ୍: ଦିଲ୍ଲୀ ହିଂସା ମାମଲାର ମୋଷ୍ଟ ଓ୍ଵଣ୍ଟେଡ ତାଲିକାରେ ଥିବା ସାହାରୁଖ ଗିରଫ । ଉତ୍ତର ପ୍ରଦେଶର ବରେଲୀରୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଜ ଟିମ ତାକୁ ଗିରଫ କରିଛି । ୨୪ ତାରିଖ ଉତ୍ତର ପୂର୍ବ ଦିଲ୍ଲୀର ଜାଫରାବାଦରେ ସାହାରୁଖ ରଙ୍ଗ କଲର ସାର୍ଟ ପିନ୍ଧି ପୋଲିସ ଉପରେ ୮ ରାଉଣ୍ଡ…

ଦଙ୍ଗାରେ ପ୍ରଭାବିତ ଲୋକଙ୍କ ପାଇଁ ଆଜିଠାରୁ ଅନୁକମ୍ପାମୂଳକ ରାଶୀ ପ୍ରଦାନ କଲେ ଦିଲ୍ଲୀ ସରକାର

ଦିଲ୍ଲୀ : ଦିଲ୍ଲୀ ଦଙ୍ଗାରେ ପ୍ରଭାବିତ ଲୋକଙ୍କ ପାଇଁ ଆଜିଠାରୁ ଅନୁକମ୍ପାମୂଳକ ରାଶୀ ପ୍ରଦାନ କରିଛନ୍ତି ଦିଲ୍ଲୀ ସରକାର। ଉତ୍ତରପୂର୍ବର ଦିଲ୍ଲୀର ବିଧାୟକ ତଥା ମନ୍ତ୍ରୀ ଗୋପାଳ ରାଇ ଆଜି ଜିଟିବି ହସ୍ପିଟାଲ ଗସ୍ତ କରି ଆହତଙ୍କୁ ଭେଟି ଏହି ରାଶୀ ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଆହତମାନଙ୍କ…

ଦିଲ୍ଲୀ ହିଂସାକାଣ୍ଡ କୁନି ଝିଅଟିର ମନକୁ ଖୁବ୍‌ କଷ୍ଟ ଦେଇଛି, ଦେଖନ୍ତୁ ଭିଡିଓ ସେ କିଭଳି ନିବେଦନ କରିଛି ସମସ୍ତଙ୍କୁ,…

ନୂଆଦିଲ୍ଲୀ : ଦିଲ୍ଲୀରେ ସିଏଏ ଓ ଏନ୍‌ଆରସିକୁ ବିରୋଧ କରି ଯେଉଁ ହିଂସାକାଣ୍ଡ ଘଟି ଚାଲିଛି ସେଥିରେ ସମସ୍ତେ ମର୍ମାହତ । ଏଥିରେ କେବଳ କୌଣସି ଗୋଟିଏ ସମ୍ପ୍ରଦାୟ ନୁହେଁ, ବିଭିନ୍ନ ସମ୍ପ୍ରଦାୟର ଲୋକେ ପ୍ରଭାବିତ ହୋଇଛନ୍ତି । ଲୋକେ କରିଛନ୍ତି, କାହାର ଘର ଜଳିଛି ତ କିଏ ଆହତ ହୋଇଛି । ଏହା ପଛର…

ଦିଲ୍ଲୀରେ ଫେରୁଛି ଶାନ୍ତି, ଦଙ୍ଗା ପରେ ସାମ୍ନାକୁ ଆସୁଛି ଭାଇଚାରାର ଦୃଶ୍ୟ

ଦିଲ୍ଲୀରେ ଶାନ୍ତି ଫେରୁଛି । ଗତ ୪୮ ଘଣ୍ଟା ମଧ୍ୟରେ ଆଉ ହିଂସାକାଣ୍ଡ ଘଟିନି । ହେଲେ ଚାରିଆଡେ ଆତଙ୍କର ବାତାବରଣ । ଏହା ଭିତରେ ଉତ୍ତରପୂର୍ବ ଦିଲ୍ଲୀରେ ଆରମ୍ଭ ହୋଇଛି ଜୀବନଯାତ୍ରା । ତନାଘନା ବି ଜୋରଦାର କରିଛି ପୋଲିସ । ୧୨୦ ରୁ ଅଧିକ ଏଫଆଇଆର ରୁଜୁ ହୋଇଥିବା ବେଳେ ୬ ଶହରୁ ଅଧିକ ଲୋକଙ୍କୁ…

ଦିଲ୍ଲୀ ହିଂସାକାଣ୍ଡ ନେଇ ଟ୍ଵିଟ୍‌ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ୍‌ ଏବଂ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ…

ନୂଆଦିଲ୍ଲୀ: ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ୍‌ । ଆଜି ଟ୍ଵିଟ୍‌ କରି କେଜରିଓ୍ଵାଲ୍‌ କହିଛନ୍ତି, ଗତରାତିରୁ ବହୁ ସଂଖ୍ୟାରେ ଲୋକଙ୍କ ସହ ସେ ଯୋଗାଯୋଗରେ ରହିଛନ୍ତି । ସ୍ଥିତି ଉଦବେଗଜନକ ରହିଛି । ସମସ୍ତ ପଦକ୍ଷେପ ସତ୍ତ୍ୱେ ପୋଲିସ…

ବ୍ୟାପୁଛି ନାଗରିକତା ଆଇନ ବିରୋଧୀ ନିଆଁ, ରାଜଧାନୀ ଦିଲ୍ଲୀରେ ପୁଣି ଅଣାୟତ୍ତ ପରିସ୍ଥିତି

କେନ୍ୟୁଜ୍(ବ୍ୟୁରୋ): ଜଙ୍ଗଲର ନିଆଁ ଭଳି ବ୍ୟାପୁଛି ନାଗରିକତା ଆଇନ ବିରୋଧୀ ନିଆଁ । ଅଶାନ୍ତ ରହିଛି ଅଧା ଦେଶ । ଆଜି ରାଜଧାନୀ ଦିଲ୍ଲୀରେ ପୁଣି ପରିସ୍ଥିତି ଅଣାୟତ୍ତ ରହିଛି । ତେଜିଛି ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ନିଆଁ। ସିଧାସଳଖ ହିଂସାତ୍ମକ ପ୍ରତିବାଦକୁ ଓହ୍ଲାଉଛନ୍ତି…

ଅଶାନ୍ତ ଦିଲ୍ଲୀ ଦାୟିତ୍ବରେ ଏବେ ଦୁଇ ବରିଷ୍ଠ ଓଡ଼ିଆ ଆଇପିଏସ ଅଫିସର, ଛାତ୍ର ଆନ୍ଦୋଳନ ଉପରେ ରଖିଛନ୍ତି ନଜର

କେନ୍ୟୁଜ୍(ବ୍ୟୁରୋ): ଛାତ୍ର ହିଂସାକାଣ୍ଡକୁ ନେଇ ଦିଲ୍ଲୀ ଅଶାନ୍ତ ହୋଇପଡ଼ିଥିବା ବେଳେ ଏବେ ଦୁଇ ବରିଷ୍ଠ ଓଡ଼ିଆ ଆଇପିଏସ ଅଫିସରଙ୍କ ଉପରେ ନଜର । ଛାତ୍ର ଆନ୍ଦୋଳନକୁ କିଭଳି ନିୟନ୍ତ୍ରଣ କରାଯିବ ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଓ…