ଦିଲ୍ଲୀ ବଜେଟ୍ ୨୦୨୪: ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଦେବେ କେଜ୍ରିଓ୍ଵାଲ ସରକାର
ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିଶୀ ମାର୍ଲେନା ସୋମବାର କେଜ୍ରିୱାଲ ସରକାରଙ୍କ ଦଶମ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ଶିକ୍ଷା ପାଇଁ ୧୬,୩୯୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଲୋକସଭା ନିର୍ବାଚନ ପୂର୍ବରୁ ଉପସ୍ଥାପିତ ଏହି ବଜେଟ୍ରେ ମହିଳାମାନଙ୍କୁ ଏକ ବିଶେଷ ଉପହାର ଦେବାକୁ ଘୋଷଣା…