Browsing Tag

delhi

ଦିଲ୍ଲୀ ବଜେଟ୍‌ ୨୦୨୪: ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଦେବେ କେଜ୍ରିଓ୍ଵାଲ ସରକାର

ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିଶୀ ମାର୍ଲେନା ସୋମବାର କେଜ୍ରିୱାଲ ସରକାରଙ୍କ ଦଶମ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ଶିକ୍ଷା ପାଇଁ ୧୬,୩୯୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଲୋକସଭା ନିର୍ବାଚନ ପୂର୍ବରୁ ଉପସ୍ଥାପିତ ଏହି ବଜେଟ୍‌ରେ ମହିଳାମାନଙ୍କୁ ଏକ ବିଶେଷ ଉପହାର ଦେବାକୁ ଘୋଷଣା…

ଫ୍ଲାଏଓଭରରେ ମର୍ମନ୍ତୁଦ ଦୁର୍ଘଟଣା, ୩ ମୃତ ଓ ୪ ଗୁରୁତର

ଦିଲ୍ଲୀର ବଦରପୁର ଫ୍ଲାଏଓଭରରେ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଟ୍ରକ ଏବଂ କାର ମଧ୍ୟରେ ଜୋରଦାର ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛି । ସେହିପରି ମୃତକଙ୍କ…

ଦିଲ୍ଲୀର ଶାହବାଦ ଡାଏରୀ ଅଞ୍ଚଳରେ ଭୟଙ୍କର ନିଆଁ, ଜଳିଗଲା ୧୩୦ ବସ୍ତି ଘର

ଦିଲ୍ଲୀର ଶାହବାଦ ଡାଏରୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁରେ ୧୩୦ ବସ୍ତି ଘର ପୋଡି ପାଉଁଶ ହୋଇଯାଇଛି । ଦିଲ୍ଲୀ ଅଗ୍ନିଶମ ବାହିନୀର ୧୫ଟି ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛି । ନିଆଁ ଏତେ ଭୟଙ୍କର ଭାବେ ଲାଗିଛି ଯେ, ଚାରିଆଡେ ଦିନ ଭଳି ଆଲୋକ ହୋଇଯାଇଛି…

ଟ୍ରେନର ୧୦ଟି ବଗି ଲାଇନଚ୍ୟୁତ, ଉଦ୍ଧାର କାର୍ଯ୍ୟ ଜାରି

ପୁଣି ଟ୍ରେନ ଲାଇନଚ୍ୟୁତ । ଦିଲ୍ଲୀରେ ଏକ ମାଲଗାଡିର ୧୦ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ତେବେ ଘଟଣାରେ କୌଣସି ବ୍ୟକ୍ତି ହତାହତ ହେବାର ଖବର ମିଳିନାହିଁ । ଖବର ମୁତାବକ, ଦିଲ୍ଲୀର ସରାୟ ରୋହିଲ୍ଲା ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଛି । ଶନିବାର ସକାଳ ସମୟରେ ମାଲଗାଡି ଟ୍ରେନ…

ଦିଲ୍ଲୀ ଅଭିମୁଖେ ୨୦ ହଜାର ଚାଷୀ, ରାତାରାତି ରାସ୍ତାରେ କରାଗଲା କଂକ୍ରିଟ ବ୍ୟାରିକେଡ୍‌

ଦିଲ୍ଲୀ ଅଭିମୁଖେ ୨୦ ହଜାର ଚାଷୀ । ଆଉ ଏଥିପାଇଁ ଦିଲ୍ଲୀର ସମସ୍ତ ବର୍ଡରକୁ ସିଲ୍‌ କରି ଦିଆଯାଇଛି । ଗାଜିପୁର ବର୍ଡର, ଟିକିରୀ, ଶମ୍ଭୁ ଏବଂ ସିଙ୍ଘୁ ବର୍ଡରକୁ ସିଲ୍‌ କରାଯିବା ସହିତ ପୋଲିସ ଏବଂ ସୁରକ୍ଷାବଳ ଜଗି ରହିଛନ୍ତି । ଚାଷୀ ଯେଭଳି ଦିଲ୍ଲୀରେ ଏଣ୍ଟ୍ରି ନ କରନ୍ତି, ସେଥିପାଇଁ ସିଲ୍‌…

ଦିଲ୍ଲୀରେ ଏକ ମାସ ପାଇଁ ୧୪୪ ଧାରା ଲାଗୁ, ‘ଦିଲ୍ଲୀ ପଦଯାତ୍ରା’ ଘୋଷଣା କଲେ କୃଷକ

ଦିଲ୍ଲୀରେ ଆସନ୍ତା ଏକ ମାସ ପାଇଁ ୧୪୪ ଧାରା ଲାଗୁ କରାଯାଇଛି । ଏହାପୂର୍ବରୁ ପୋଲିସ ଦିଲ୍ଲୀ ସୀମାରେ ୧୪୪ ଧାରା ଲାଗୁ କରିଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ସମଗ୍ର ସହରରେ ଲାଗୁ କରିବାକୁ ଘୋଷଣା କରାଯାଇଛି । କୃଷକମାନଙ୍କ 'ଦିଲ୍ଲୀ ମାର୍ଚ୍ଚ' ଘୋଷଣା ପରେ ପୋଲିସ ଏହି ନିଷ୍ପତ୍ତି ନେଇଛି ।…

ଦିଲ୍ଲୀ: ନଜଫଗଡ଼ରେ ସେଲୁନ୍‌ ଭିତରେ ଫୁଟିଲା ଗୁଳି, ୨ ଯୁବକଙ୍କ ମୃତ୍ୟୁ

ଦିଲ୍ଲୀର ନଜଫଗଡ଼ରେ ଥିବା ଏକ ସେଲୁନ୍‌ରେ ଆଖିବୁଜା ଗୁଳିକାଣ୍ଡ ଘଟିଛି । ଏଥିରେ ୨ ଯୁବକଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ହେଲେ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା…

ଦିଲ୍ଲୀ: ଗୋକୁଲପୁରୀ ମେଟ୍ରୋ ଷ୍ଟେସନରେ ବଡ଼ ଦୁର୍ଘଟଣା, ରାସ୍ତା ଉପରେ ଖସିଲା ପ୍ଲାଟଫର୍ମର ଅଂଶ, ଜଣେ ମୃତ; ୪ ଗୁରୁତର

ଦିଲ୍ଲୀ ମେଟ୍ରୋର ପିଙ୍କ୍‌ ରୁଟ୍‌ରେ ଗୁରୁବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗୋକୁଲପୁରୀ ମେଟ୍ରୋ ଷ୍ଟେସନ ପ୍ଲାଟଫାର୍ମର ସାଇଡ୍‌ ରେଲିଂ ହଠାତ୍‌ ରାସ୍ତା ଉପରକୁ ଖସି ପଡ଼ିଥିଲା । ଫଳରେ ଜଣେ ବ୍ୟକ୍ତିଙ୍କର ଏଥିରେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଯେଉଁ ସମୟରେ ଏହି…

ଦିଲ୍ଲୀ: ଶୀତ ଯୋଗୁ କୋଇଲା ଜାଳି ଶୋଇଥିଲେ, ଶ୍ୱାସରୁଦ୍ଧ ହୋଇ ୨ ବର୍ଷର ପୁଅ ଓ ମା’ ମୃତ; ୩ ଗୁରୁତର

ଦକ୍ଷିଣ ଦିଲ୍ଲୀର ମୈଦାନ ଗଢ଼ି ଅଞ୍ଚଳରୁ ଆସିଛି ଏକ ଦୁଃଖଦାୟକ ଘଟଣା । ଏଠାରେ ରାତିରେ କୋଇଲା ଜାଳି ଶୋଇଥିବା ଏକ ପରିବାରର ୫ ଜଣ ସଦସ୍ୟ ବେହୋସ୍‌ ହୋଇଯାଇଥିଲେ । ଏଥିରେ ଶ୍ୱାସରୁଦ୍ଧ ହୋଇ ୨ ବର୍ଷର ଏକ ଶିଶୁ ସହ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ପୋଲିସ ସୂଚନା ଦେଇ କହିଛି ଯେ ପ୍ରାଥମିକ…

ଦିଲ୍ଲୀ ପୋଲିସ ଥାନାରେ ଅଗ୍ନିକାଣ୍ଡ, ୪୫୦ ଗାଡି ଜଳି ପାଉଁଶ

ନୂଆଦିଲ୍ଲୀର ୱାଜିରାବାଦ ଥାନା ପରିସର ମାଲଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ମାଲଖାନାରେ ଥିବା ୪୫୦ ଗାଡ଼ି ଜଳି ପାଉଁଶ ହୋଇ ଯାଇଛି । ଏଥିରେ ୨୫୦ ବାଇକ୍‌ ଏବଂ ୨୦୦ କାରରେ ରହିଥିବା ଜଣାପଡିଛି । ତେବେ ଘଟଣାରେ କେହି ମୃତାହତ କି ଆହତ ହୋଇ ନ ଥିବା ସୂଚନା ମିଳିଛି । ନିଆଁ…

ଦିଲ୍ଲୀ : କାଲକାଜୀ ମନ୍ଦିରରେ ମାତାଙ୍କ ଜଗରାତା ସମୟରେ ଭାଙ୍ଗିଗଲା ଷ୍ଟେଜ, ଜଣେ ମହିଳା ମୃତ ୧୭ ଜଣ ଆହତ

ମାତାଙ୍କ ଜଗରାତା ଚାଲିଥିବା ସମୟରେ ଷ୍ଟେଜ ଭାଙ୍ଗିଗଲା କାରଣରୁ ଦିଲ୍ଲୀର କାଲକାଜୀ ମନ୍ଦିରରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି । ପୋଲିସ ଷ୍ଟେସନରେ ଆୟୋଜକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । କିନ୍ତୁ ଏହି…

ଦିଲ୍ଲୀ ଶାହଦରାରେ ଥିବା ବିଲିଡିଂରେ ନିଆଁ: ୪ ମୃତ, ୨ ଗୁରୁତର

ଦିଲ୍ଲୀର ଶାହଦରା ଅଞ୍ଚଳରେ ବିଲିଡିଂରେ ନିଆଁ ଲାଗିବା ଯୋଗୁଁ ୯ ମାସର ଶିଶୁ ସମେତ ୪ ଲୋକଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀଙ୍କ ମୁତାବକ, ମୃତକଙ୍କ ପରିଚୟ ମିଳିଛି । ଦିଲ୍ଲୀ ଫାୟାର ସର୍ଭିସର ନିର୍ଦ୍ଦେଶକ ଅତୁଲ ଗର୍ଗ…