‘ଥ୍ରୀ ଇଡିଅଟ୍ସ’ ଷ୍ଟାଇଲ୍ରେ ହେଲା ମହିଳାଙ୍କ ପ୍ରସବ, ବନ୍ୟା ଯୋଗୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ
'ଥ୍ରୀ ଇଡିଅଟ୍ସ' ଷ୍ଟାଇଲ୍ରେ ହେଲା ମହିଳାଙ୍କ ପ୍ରସବ । ମଧ୍ୟପ୍ରଦେଶର ସିଓ୍ଵନିରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ଆମୀର ଖାନଙ୍କ ଫିଲ୍ମ 'ଥ୍ରୀ ଇଡିଅଟ୍ସ' ଷ୍ଟାଇଲ୍ରେ ହୋଇଛି । ଗତ ମଙ୍ଗଳବାର ଜୋରାୱାଡି ଗାଁର ଜଣେ ମହିଳା ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ଡାକ୍ତରଖାନା ନେବା…