ପୁଣି ସାମ୍ନାକୁ ଆସିଲା ଭୟଙ୍କର ସଡ଼କ ଦୁର୍ଘଟଣା, ଦ୍ରୁତଗାମୀ କାର୍ ନେଲା ଡେଲିଭରି ବଏ ଜୀବନ
ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଜଣେ ଜମାଟୋ ଡେଲିଭରି ବଏଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ କାର୍ ତାଙ୍କୁ ଧକ୍କା ଦେବାରୁ ଏପରି ଘଟଣା ଘଟିଥିବର ଜଣାପଡିଛି । ପୋଲିସ କାରକୁ ଜବତ କରିବା ସହ ଅଭିଯୁକ୍ତକୁ ମଧ୍ୟ ହେପାଜତକୁ ନେଇଛନ୍ତି ।…