ବିମାନରେ ପୁରୁଷ ଆଟେଣ୍ଡାଣ୍ଟଙ୍କୁ କିସ୍ କଲେ ନିଶାରେ ଚୁର୍ ଥିବା ବୟସ୍କ ବ୍ୟକ୍ତି, କହିଲେ ‘ତୁମେ ବହୁତ ସୁନ୍ଦର’
ଗତ କିଛିଦିନ ହେଲାଣି ବିମାନରେ ବିଭିନ୍ନ ପ୍ରକାରର ଅମାନବୀୟ କାଣ୍ଡ ଘଟଣା ଘଟିଛି । ବିମାନରେ ପରିସ୍ରାକାଣ୍ଡରୁ ଆରମ୍ଭ କରି ଅସଦାଚରଣ ଭଳି ମାମଲା ସାମ୍ନାକୁ ଆସିଛି । ଏହାମଧ୍ୟରେ ଏକ ନୂଆ ଘଟଣା ଘଟିଛି । ଜଣେ ଯାତ୍ରୀ ପୁରୁଷ ଆଟେଣ୍ଡାଣ୍ଟଙ୍କୁ ଜବରଦସ୍ତ କିସ୍ କରିଛନ୍ତି । ଆମେରିକାର ଆଲାସ୍କା…