Browsing Tag

demanding road

କେନ୍ଦ୍ରାପଡ଼ା: ଦୀର୍ଘଦିନ ଧରି ରାସ୍ତାକାମ ହେଉନଥିବାରୁ ଅଭିନବ ପ୍ରତିବାଦ, ରାସ୍ତା ଉପରେ ଧାନଗଛ ରୋଇଲେ ଅସନ୍ତୁଷ୍ଟ…

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଅଭିନବ ପ୍ରତିବାଦ। ରାସ୍ତା ଉପରେ ଧାନ ରୋଇଲେ ଗାଁଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଓଳିହା ଠାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଫଳରେ ପ୍ରତିଦିନ ସ୍କୁଲ କଲେଜ ଯିବା ଆସିବା ପାଇଁ ଛାତ୍ରଛାଚ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ…