Browsing Tag

demands

ତୃତୀୟ ଦିନରେ ମିଶନ ଶକ୍ତି ମହିଳାଙ୍କ ଧାରଣା, ୧୦ ଦଫା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ

ତୃତୀୟ ଦିନରେ ପହଞ୍ଚିଛି ମିଶନ ଶକ୍ତି ମହିଳାଙ୍କ ଧାରଣା।  ଶୀତ କାକରରେ ହକ୍ ପାଇଁ ଭୁବନେଶ୍ବର ଲୋୟର ପିଏମଜିରେ ଧାରଣାରେ ବସିଛି ଜିପିଏଲଏଫ ସଂଘ ।  ରାଜ୍ୟ ସରକାରଙ୍କ ସହ ସଂଘର ଆଲୋଚନା ବିଫଳ ହେବା ପରେ ଶୀତୁଆ ରାତିରେ ରାସ୍ତାରେ ପଡ଼ି ରହିଛନ୍ତି । ସରକାର ନ ଶୁଣିବା ଯାଏଁ ଏଠି ପଡି ରହିବେ…

ଯୁବକଙ୍କ ମୃତ୍ୟୁ ପରେ ୧୨ ଘଣ୍ଟା ହେଲା ପଡିରହିଛି ମୃତଦେହ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ରେଢାଖୋଲ: ୧୨ ଘଣ୍ଟା ପରେ ବି ଉଠୁନି ମୃତଦେହ ।  କ୍ଷତିପୂରଣ ଦାବି କରି ଶବ ଉଠାଇଦେଉନାହାଁନ୍ତି ପରିବାରଲୋକ । ରେଢାଖୋଲ NAC ୱାର୍ଡ-୬ ଚାଟୁଣୀ ଗାଁର ଜଣେ ଯୁବକଙ୍କ ମୃତ୍ୟୁ ପରେ ପଡିରହିଛି ମୃତଦେହ । ଗତକାଲି ଧାନ କଟା ମେସିନରେ କଟି ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ କ୍ଷତିପୂରଣ ଦାବିର…