Browsing Tag

dengue

Banki Dengue Alert : ବାଙ୍କୀରେ ଡେଙ୍ଗୁ ଆତଙ୍କ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ବାଙ୍କୀ : ବାଙ୍କୀରେ ଡେଙ୍ଗୁ ଆତଙ୍କ। ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରୁଥିବାବେଳେ ଆଉ ଜଣେ ଚିକିତ୍ସିତ ହେଉଛନ୍ତି । ଗତ ମାସରେ ଜଣେ ରୋଗୀ ପୁରୀରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି…

Poonam Dhillon : ଡେଙ୍ଗୁରେ ଆକ୍ରାନ୍ତ ଅଭିନେତ୍ରୀ ପୁନମ ଢିଲୋନ୍, ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତଥା ସିନେ ଆଣ୍ଡ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ୍ (CINTAA)ର ଅଧ୍ୟକ୍ଷା ପୁନମ ଢିଲୋନ୍ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପୁନମ୍ ଢିଲୋନ୍ । ସୋହନୀ ମାହିୱାଲ, ୟେ ୱାଦା ରହା ଏବଂ ନାମ୍ ଭଳି ଫିଲ୍ମରେ ଶାନଦାର…

Avika Gor Health Update : ହସପିଟାଲରେ ଆଡମିଟ୍ ହେଲେ ଅବିକା ଗୌର, ସ୍ବାମୀ ଦେଲେ ସୂଚନା

ଟିଭି ଇଣ୍ଡଷ୍ଟ୍ରୀର ବାଳିକା ବଧୂ ଫେମ ଅବିକା ଗୌର ହସପିଟାଲରେ ଆଡମିଟ୍ ହୋଇଛନ୍ତି । ଅବିକାଙ୍କ ସ୍ବାମୀ ମିଲିନ୍ଦ ଚନ୍ଦୱାନୀ ଲାଇଭ ଆସି ଅଭିନେତ୍ରୀ ହେଲ୍ଥ ସୂଚନା ଦେଇଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ । ଅବିକାଙ୍କ ସ୍ବାମୀ ମିଲିନ୍ଦ କହିଛନ୍ତି କି, ଅବିକାଙ୍କୁ ଜ୍ବର ହୋଇଛି ଏବଂ…

ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା, QDENGA ଟିକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ : ଡେଙ୍ଗୁ ବିରୋଧୀ ଅଭିଯାନରେ ଭାରତକୁ ବଡ଼ ସଫଳତା । ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା । ଜାପାନ ଟାକେଡା ଫାର୍ମା ପ୍ରସ୍ତୁତ ଟିକା ‘କ୍ୟୁଡେଙ୍ଗା’କୁ ମଞ୍ଜୁରୀ । ୪୩ ଦେଶ ପରେ ଭାରତରେ QDENGA ଟିକାକୁ ମିଳିଲା ସବୁଜ ସଙ୍କେତ । ୪ରୁ ୬୦ ବର୍ଷ ବୟସର ବ୍ୟକ୍ତି ନେଇପାରିବେ ଟିକା ।…

ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେଲେ ଇମ୍ରାନ ହାସମୀ; ସୁସ୍ଥତା କାମନା କଲେ ଫ୍ୟାନ୍ସ

ବଲିଉଡ଼ ହିରୋ ଇମ୍ରାନ ହାସମୀଙ୍କୁ ସମସ୍ତେ ଜାଣନ୍ତି ।  ତାଙ୍କୁ ଇଣ୍ଡଷ୍ଟ୍ରିରେ କିସିଙ୍ଗ ହିରୋ  ଭାବେ ସେ ବେଶ ପରିଚିତ । ବଲିଉଡ ପରେ ଧୀରେ ଧୀରେ ଦକ୍ଷିଣ ଭାରତୀୟ ଦର୍ଶକଙ୍କ ହୃଦୟରେ ନିଜର ସ୍ଥାନ ତିଆରି କରୁଛନ୍ତି । ୨୦୨୫ ମସିହାରେ ତାଙ୍କର ଦୁଇଟି ବଡ଼ ଦକ୍ଷିଣ ଚଳଚ୍ଚିତ୍ର ରିଲିଜ କରିବାକୁ…

ଦିଲ୍ଲୀରେ ବ୍ୟାପିଲା ଡେଙ୍ଗୁ, ସପ୍ତାହ ମଧ୍ୟରେ ୪୭୨ ମାମଲା

ରାଜଧାନୀ ଦିଲ୍ଲୀରେ ଡେଙ୍ଗୁ ମାମଲା ବଢ଼ିବାରେ ଲାଗିଛି । ଗତ ୧ ସପ୍ତାହ ମଧ୍ୟରେ ଡେଙ୍ଗୁର ୪୭୨ଟି ମାମଲା ସାମ୍ନାକୁ ଆସିଛି । ଚଳିତ ବର୍ଷ ଡେଙ୍ଗୁରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ୪୫୩୩ଟି ମାମଲା ରେକର୍ଡ କରାଯାଇଛି । ଦିଲ୍ଲୀ ନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମଶା…

ବଢି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଭୟଭୀତ ଗ୍ରାମବାସୀ

ରାଜ୍ୟରେ ବଢି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ଚିନ୍ତାର କାରଣ ପାଲଟିଛି । କାମାକ୍ଷାନଗର ବ୍ଲକ କାଦୂଆ ପଞ୍ଚାୟତ ସମାଟାଙ୍ଗି ଗାଁରେ ଡେଙ୍ଗୁ ଆତଙ୍କ ଯୋଗୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ବର୍ତ୍ତମାନ ସୁଧା…

ଡେଙ୍ଗୁକୁ ମହାମାରୀ ଘୋଷଣା କଲେ କର୍ଣ୍ଣାଟକ ସରକାର, ନିୟମ ନ ମାନିଲେ ଜରିମାନା

ଡେଙ୍ଗୁକୁ ମହାମାରୀ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ଏ ନେଇ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ବ୍ୟାପୁଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । 'କର୍ଣ୍ଣାଟକ ମହାମାରୀ ରୋଗ ଅଧିନିୟମ ୨୦୨୦'ରେ ସଂଶୋଧନ ପାଇଁ ସରକାର ନିୟମ ପ୍ରସ୍ତୁତ କରିଛନ୍ତି…

ରାଜଧାନୀରେ ପୁଣି ଡେଙ୍ଗୁ ଜ୍ୱର ଆତଙ୍କ, ସଚେତନ ନହେଲେ ବୁଡ଼ିବ ଭେଳା

ଭୁବନେଶ୍ୱର: ଦୁଃଖଦ ଖବର ନିଶ୍ଚୟ । ଡେଙ୍ଗୁରେ ପ୍ରାଣ ହରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି ତାଙ୍କର । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ମଧ୍ୟ ଡେଙ୍ଗୁ ହୋଇଥିଲା କିନ୍ତୁ ସେ…

୧୦୦୦ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା : ଖୋର୍ଦ୍ଧାରେ ସର୍ବାଧିକ ୨୯୦ ଜଣ, ଖୁବଶୀଘ୍ର ଭାରତକୁ ମିଳିବ ଡେଙ୍ଗୁ ଭ୍ୟାକସିନ

ଭୁବନେଶ୍ୱର (କେନ୍ୟୁଜ୍‌) : ସ୍ମାର୍ଟ ସିଟି ଭୁବନେଶ୍ବରରେ ଡେଙ୍ଗୁ ସ୍ଥିତି ଭୟଙ୍କର। ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ କାୟା ମେଲାଉଛି ଡେଙ୍ଗୁ ସଂକ୍ରମଣ। ଏବେ ବର୍ଷା ଋତୁ ଚାଲିଥିବାରୁ ସଂକ୍ରମଣ ବଢ଼ି ଚାଲିଛି। ସେପଟେ ରାଜ୍ୟରେ ୪ଅଙ୍କ ଟପିଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ।ଖୋର୍ଦ୍ଧାରେ…

କେବଳ ଡେଙ୍ଗୁ ନୁହେଁ, ଏହି ରୋଗ ହେଲେ ବି କମେ ପ୍ଲେଟ୍‌ଲେଟ୍ସ ; ଜାଣନ୍ତୁ ଲକ୍ଷଣ ଓ ପ୍ରତିକାର

ମଶା କାମୁଡ଼ିବା ଯୋଗୁ ଡେଙ୍ଗୁ ବ୍ୟାପେ । ଆଉ ଏହି ରୋଗ ହେଲେ ଶରୀରର ପ୍ଲେଟ୍‌ଲେଟ୍ସ କାଉଣ୍ଟ କମିଯାଏ । ଏଭଳି ଲକ୍ଷଣ ଖୁବ୍‌ ବିପଜ୍ଜନକ ହୋଇଥାଏ । ପ୍ଲେଟ୍‌ଲେଟ୍ସର ସଂଖ୍ୟା ୫୦ ହଜାରରୁ କମ୍‌ ହେଲେ ବ୍ୟକ୍ତିଙ୍କ ଜୀବନ ବି ବିପଦରେ ପଡ଼ିପାରେ । ଏଭଳି ସ୍ଥିତିରେ ସୁଷମ ତଥା ପୁଷ୍ଟିକର ଖାଦ୍ୟ ଖାଇବା…

ପ୍ରେଗ୍ନେନ୍ସି ସମୟରେ ଡେଙ୍ଗୁ ହୋଇଥିଲେ କ’ଣ କରିବା ଉଚିତ୍, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ବର୍ତ୍ତମାନ ମୌସୁମୀର ସମୟ ଚାଲିଛି । ତେବେ ବର୍ଷା ଋତୁରେ ଭାଇରାଲ୍ ଜ୍ୱର ଏବଂ ଇନ୍‌ଫେକ୍ସନ୍‌ର ଆଶଙ୍କା ଅଧିକ ରହିଥାଏ । ବିଶେଷକରି, ପ୍ରେଗ୍ନେନ୍ସିରେ ମହିଳାମାନେ ଏହି ଋତୁରେ ସେମାନଙ୍କ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେବା ଉଚିତ । ଏହି ଋତୁରେ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ରୋଗ ଅତି ସାଧାରଣ…