Browsing Tag

dengue fever

ହୋଇଯାଆନ୍ତୁ ସତର୍କ, ବଢ଼ୁଛି ଡେଙ୍ଗୁ ଆତଙ୍କ..

ବର୍ତ୍ତମାନ ଦେଶରେ ମୌସୁମୀ ଆସିସାରିଛି । ରାଜ୍ୟର ଅନେକ ସ୍ଥାନରେ ଲାଗି ରହିଛି ବର୍ଷା । ଏହି ଋତୁକୁ ରୋଗର ଋତୁ ମଧ୍ୟ କୁହାଯାଏ। ଯେଉଁଥିରେ ବିଭିନ୍ନ କାରଣରୁ ବିଭିନ୍ନ ପ୍ରକାରର ରୋଗ ଏବଂ ସଂକ୍ରମଣ ବୃଦ୍ଧି ପାଇଥାଏ । ଏହି ଋତୁରେ ସାଧାରଣ ରୋଗ ହେଉଛି ଡେଙ୍ଗୁ । ଡେଙ୍ଗୁ ଏକ ଭାଇରାଲ ସଂକ୍ରମଣ,…

ଡେଙ୍ଗୁରୁ ମୁକ୍ତି ଦେବ ଏହି ଜୁସ

ଆସିଛି ମୌସୁମୀ, ଏବେ ସମଗ୍ର ଭାରତରେ ପ୍ରବଳ ଉତ୍ତାପରୁ ଆରାମ ମିଳିଛି । କିନ୍ତୁ ଏହା ସହିତ ଡେଙ୍ଗୁ ହେବାର ଆଶଙ୍କା ବହୁତ ବଢିଯାଇଛି । କାରଣ ଏହି ଋତୁରେ ମଶା ଲାର୍ଭା ଦ୍ରୁତ ଗତିରେ ବଢ଼ିଥାଏ । ପ୍ରତିବର୍ଷ ଡେଙ୍ଗୁ ଜ୍ୱର ଯୋଗୁଁ ଅନେକ ଲୋକ ମୃତ୍ୟୁବରଣ କରନ୍ତି । ବର୍ଷା ଦିନରେ ଏହାର ପ୍ରଭାବ…

ଲକ୍ଷଣ ନଥାଇ ମଧ୍ୟ ଶରୀରରେ ଦେଖାଯାଉଥିଲେ ଏହି ସଂକେତ ରୁହନ୍ତୁ ସତର୍କ, ହୋଇପାରେ ଡେଙ୍ଗୁ

ଏବେ ଅଧିକାଂଶ ସ୍ଥାନରେ ଡେଙ୍ଗୁ ଜରରେ ଆକ୍ରାନ୍ତ ହେଉଥିବା ଦେଖାଯାଉଛି । ତେବେ ଭାଇରାଲ ଜର ମଧ୍ୟ ପ୍ରାୟ ଡେଙ୍ଗୁ ଜର ଭଳି । ହେଲେ ଏହାର କିଛି ଲକ୍ଷଣ ଟିକେ ଭିନ୍ନ । ଅଧିକାଂଶ ଜର ଡେଙ୍ଗୁ ଲକ୍ଷଣ ନଥାଇ ମଧ୍ୟ ଡେଙ୍ଗୁ ହୋଇପାରେ । ବର୍ଷା ଦିନେ ଡେଙ୍ଗୁ ଓ ଭାଇରାଲ ଜର ମଧ୍ୟରେ ପ୍ରଭେଦ ଜାଣିବା…

ରାଜଧାନୀରେ କେବଳ ସେପ୍ଟେମ୍ବରରେ ଏକ ହଜାର ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗକୁ ପୁଣି ବର୍ଷା ଥିବାରୁ ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି । ଲଗାଣ ବର୍ଷାରେ ସହରାଞ୍ଚଳ ସମେତ ବସ୍ତିରେ କାୟା ବିସ୍ତାର କରିଚାଲିଛି ଏଡିସ ମଶା । ଘରେ ଘରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ…

ରାଜଧାନୀରେ ବଢ଼ୁଛି ଡେଙ୍ଗୁ କାୟା, ଗତ ୨୪ ଘଣ୍ଟାରେ ୩୨ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ବଢ଼ୁଛି ଡେଙ୍ଗୁ କାୟା । ଗତ ୨୪ ଘଣ୍ଟାରେ ୩୨ ଡେଙ୍ଗୁ ରୋଗୀ ଚିହ୍ନଟ। ଭୁବନେଶ୍ୱରରେ ମୋଟ ରୋଗୀ ସଂଖ୍ୟା ୧୯୬୫କୁ ବୃଦ୍ଧି ପାଇଛି। ଜାନୁଆରୀ ପହିଲାରୁ ସେପ୍ଟେମ୍ବର ୨୦ ମଧ୍ୟରେ ଚିହ୍ନଟ ହୋଇଛନ୍ତି ସମସ୍ତ ରୋଗୀ। ଜୁନ୍‌ ପରଠାରୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା…

ସିଏମ୍‌ସି ପକ୍ଷରୁ କଟକରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ନିରାକରଣ ଅଭିଯାନ ଆରମ୍ଭ, ପ୍ରତି ସପ୍ତାହରେ ପାଳନ ହେବ ୪ ଦିନ…

କଟକ(କେନ୍ୟୁଜ): ସିଏମ୍‌ସି ପକ୍ଷରୁ କଟକରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଆରମ୍ଭ ହୋଇଛି ନିରାକରଣ ଅଭିଯାନ । କଟକ ମେୟରଙ୍କ ଅଧକ୍ଷତାରେ ଡେଙ୍ଗୁ ମୁକାବିଲା ପାଇଁ ବୈଠକ ଅନୁଷ୍ଠିତ ହୋଇଛି । ପ୍ରତି ସପ୍ତାହରେ ୪ ଦିନ ଡ୍ରାଏ ଡେ ପାଳନ ନିୟମ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ସବୁ…

ଭୁବନେଶ୍ୱରରେ ଡେଙ୍ଗୁ ଦମନ ପାଇଁ ବିଏମ୍‌ସିର ବଡ଼ ନିଷ୍ପତ୍ତି, ପ୍ରତି ଗୁରୁବାର ଓ ରବିବାର ପାଳନ ହେବ ଡ୍ରାଏ ଡେ

ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱରରେ ଡେଙ୍ଗୁ ଦମନ ପାଇଁ ବିଏମ୍‌ସିର ବଡ଼ ନିଷ୍ପତ୍ତି । ରାଜଧାନୀରେ ପାଳନ ହେବ ଡ୍ରାଏ ଡେ । ପ୍ରତି ଗୁରୁବାର ଓ ରବିବାର ଡ୍ରାଏ ଡେ ପାଳନ ହେବ । ଘର ଆଖପାଖରେ ପାଣି ଜମୁଥିବା ପାତ୍ର, କୁଣ୍ଡକୁ ଏହି ଦୁଇଦିନ ଓଲଟାଇ ରଖିବାକୁ ନିବେଦନ କରିଛି ବିଏମ୍‌ସି ।…

ଗତ ୨୪ଘଣ୍ଟାରେ ଭୁବନେଶ୍ୱରରେ ୨୩ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ, ସମୁଦାୟ ସଂଖ୍ୟା ୫୦୫କୁ ବୃଦ୍ଧି

ଭୁବନେଶ୍ୱର(କେନ୍ଯୁଜ୍): ଗତ ୨୪ଘଣ୍ଟାରେ ଭୁବନେଶ୍ୱରରେ ୨୩ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ । ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦୫କୁ ବୃଦ୍ଧି ପାଇଛି। ୫ହଜାର ୩୬୬ ଘରକୁ ବୁଲି ୨୨ହଜାର ୨୬୦ ଜଣଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ସଂଗ୍ରହ କରାଯାଇଛି। ୧୩୯୦ଟି ଡେଙ୍ଗୁ ସନ୍ଦିଗ୍ଧ ସ୍ଥାନକୁ ହଟାଯାଇଛି।…

ରାଜଧାନୀ ପାଇଁ ଡେଙ୍ଗୁ ବିପଦ: ଚିହ୍ନଟ ହେଲେଣି ୪୨୧ଜଣ ରୋଗୀ, ବିଭିନ୍ନ ଗଳି ଓ ବସ୍ତି ବୁଲି ସଚେତନ କରାଉଛି BMC

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀ ପାଇଁ ବଢ଼ିିଲା ବିପଦ । କରୋନା ମହାମାରୀ ନଯାଉଣୁ ଧସେଇ ପସିଛି ଡେଙ୍ଗୁ । ଡରିଡରି ବଞ୍ଚୁଛନ୍ତି ରାଜଧାନୀବାସୀ । ଗତକାଲି ଗୋଟିଏ ଦିନରେ ୩୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏଯାଏ ୪୨୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଶୈଳଶ୍ରୀ ବିହାର,…

କୋଭିଡ୍‌ ଭୟ ନ ଯାଉଣୁ ରାଜଧାନୀକୁ ଡେଙ୍ଗୁ ଭୟ: ଆସିଲା ପ୍ରଥମ ମୃତ୍ୟୁ ଘଟଣା, ଆଖି ବୁଜିଲେ ୧୫ ବର୍ଷୀୟା ନାବାଳିକା

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀକୁ ଡେଙ୍ଗୁ ଭୟ। କୋଭିଡ୍‌ ଭୟ ନ ଯାଉଣୁ ଭୁବନେଶ୍ୱରରେ ଧସେଇ ପଶିଛି ଡେଙ୍ଗୁ। ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଅଞ୍ଚଳର ଜଣେ ୧୫ ବର୍ଷୀୟ ନାବାଳିକା ମଧୁସ୍ମିତା ଦାଶ ଆଖି ବୁଜିଛନ୍ତି। ଦୁଇ…

ଜଳେଶ୍ୱରରେ ଡେଙ୍ଗୁ ଆତଙ୍କ, ୩୪ ରୋଗୀ ବାଲେଶ୍ୱର ଓ କଟକ ଏସ୍‌ସିବିରେ ଚିକିତ୍ସିତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକରେ ଡେଙ୍ଗୁ ଆତଙ୍କ । ୩୪ ଜଣ ଡେଙ୍ଗୁ ରୋଗୀ ବାଲେଶ୍ୱର ଓ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମହମ୍ମଦ ନଗର ପାଟଣା ଗାଁରେ ସର୍ବାଧିକ ୧୭ ରୋଗୀ ଚିହ୍ନଟ ହୋଇଛନ୍ତି । ଡ୍ରେନରେ ପାଣି ଜମିବା ସହ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଜମି…

କେନ୍ଦ୍ରାପଡ଼ା ଜିଲ୍ଲାରେ ଡେଙ୍ଗୁ ଆତଙ୍କ, ୧୦ ଜଣଙ୍କ ରକ୍ତ ନମୁନା ରିପୋର୍ଟ ଆସିଲା ପଜେଟିଭ୍‌

କେନ୍ଦ୍ରାପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡ଼ା ଜିଲ୍ଲାରେ ଡେଙ୍ଗୁ ଆତଙ୍କ। ୧୦ ଜଣଙ୍କ ରକ୍ତ ନମୁନା ରିପୋର୍ଟ ପଜେଟିଭ୍‌ ଆସିଛି। ବାଳକାଟି ପଞ୍ଚାୟତରେ ୩୨ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ ୧୦ଟି ପଜେଟିଭ୍‌ ଆସିଛି। ସମସ୍ତ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କଟକ ବଡ଼…