Odisha News
Browsing Tag

dengue patient

ଜଗତସିଂହପୁର : ଡେଙ୍ଗୁ ଆତଙ୍କ, ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଜ୍ୱର ଓ ୮ ଆକ୍ରାନ୍ତ

ଜଗତସିଂହପୁର (କେନ୍ଯୁଜ୍) : ଏରସମା ବ୍ଲକ୍‌ ରଷକଡ଼ାପୁର ଗାଁରେ ଡେଙ୍ଗୁ ଆତଙ୍କ । ଗାଁରେ ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଜ୍ୱର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ । ୬ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ୨ ଜଣ କଟକ ବଡ଼ ମେଡିକାଲରେ…

ଜଳେଶ୍ୱରରେ ଡେଙ୍ଗୁ ଆତଙ୍କ, ୩୪ ରୋଗୀ ବାଲେଶ୍ୱର ଓ କଟକ ଏସ୍‌ସିବିରେ ଚିକିତ୍ସିତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକରେ ଡେଙ୍ଗୁ ଆତଙ୍କ । ୩୪ ଜଣ ଡେଙ୍ଗୁ ରୋଗୀ ବାଲେଶ୍ୱର ଓ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମହମ୍ମଦ ନଗର ପାଟଣା ଗାଁରେ ସର୍ବାଧିକ ୧୭ ରୋଗୀ ଚିହ୍ନଟ ହୋଇଛନ୍ତି । ଡ୍ରେନରେ ପାଣି ଜମିବା ସହ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଜମି…

କଟକରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

କଟକ(କେନ୍ୟୁଜ୍) : କଟକରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ । ରାଜେନ୍ଦ୍ରନଗର ଅଞ୍ଚଳର ସାହିଲ ମହାପାତ୍ର ଡେଙ୍ଗୁ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ସାହିଲଙ୍କୁ ଗତ ରବିବାରରୁ ଜ୍ୱର ହୋଇଥିବା ବେଳେ ନ କମିବାରୁ ରକ୍ତ ପରୀକ୍ଷା କରାଯାଇଥିଲା । ଏଥିରୁ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଛି ।…

କଟକରେ କାୟା ମେଲାଉଛି ଡେଙ୍ଗୁ : ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

କଟକ : କଟକରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । କଟକ ଏସ୍‌ସିବି ମେଡିକାଲରେ ବର୍ତ୍ତମାନ ୨୨ଜଣ ଡେଙ୍ଗୁ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଏମାନଙ୍କ ମଧ୍ୟରୁ ୨୦ଜଣ ଡେଙ୍ଗୁ ଓ୍ଵାର୍ଡରେ ଥିବା ବେଳେ ଆଉ ଦୁଇଜଣ ଆଇସିୟୁରେ ଅଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ମେଡିକାଲ…