Odisha News
Browsing Tag

dengue

ମଣିଷକୁ ଡେଙ୍ଗୁ ଦାଉରୁ ବଞ୍ଚାଇବ ଏହି ବ୍ୟାକ୍ଟେରିଆ, ଡେଭେଲୋପ୍‌ ହେଲା ନୂଆ ଟେକ୍ନୋଲୋଜି

ମଶା ଯୋଗୁ ସମମ୍ୟା ଭୋଗୁଥିବା ଦେଶଗୁଡ଼ିକ ପାଇଁ ଖୁସି ଖବର। ମେଲବର୍ଣ୍ଣ ଏବଂ ଗ୍ଲାସଗୋ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏବେ ଏକ ନୂଆ ଟେକ୍ନୋଲୋଜିର ବିକାଶ କରିଛନ୍ତି, ଯାହାକି ମଶାକୁ ନ ମାରି ତାଙ୍କ ଭିତରେ ଥିବା ଡେଙ୍ଗୁ ଭାଇରାସ୍‌କୁ ବ୍ୟାପିବାକୁ ଦେବ ନାହିଁ। କେବଳ ଏତିକି ନୁହେଁ, ଏହା ଜୀକା…

ସ୍ପର୍ମ ଜରିଆରେ ଆପଣ ବି ହୋଇପାରନ୍ତି ଡେଙ୍ଗୁ-ଚିକନଗୁନିଆ ସମେତ ଆହୁରି ୨୭ ଭୟଙ୍କର ଭାଇରସର ଶିକାର

ଏବେ ପର୍ଯ୍ୟନ୍ତ କୁହାଯାଉଥିଲା ଯେ ସ୍ପର୍ମ ଜରୀଆରେ ଜିକା, ଇବୋଲା ଏବଂ ଏଚଆଇଭି ଭଳି ଭାଇରସ ସଂକ୍ରମଣ ହୋଇଥାଏ। କିନ୍ତୁ ନିକଟରେ ଆସିଥିବା ଏକ ରିପୋର୍ଟରୁ ଏହା ଜଣାପଡିଛି ଯେ ପୁରୁଷଙ୍କ ସ୍ପର୍ମରେ ଡେଙ୍ଗୁ, ଲାସା ଜ୍ୱର, ରିଫଟ ଭ୍ୟାଲି ଜ୍ୱର ଏବଂ ଚିକନଗୁନିଆ ସମେତ ମୋଟ ୨୭ ପ୍ରକାର ଭାଇରସ୍‌…

ସୁନ୍ଦରଗଡ଼ ଖତକୁରବାହାଲ ଗାଁରେ କାୟା ବିସ୍ତାର କରୁଛି ଡେଙ୍ଗୁ, ସପ୍ତାହକ ଭିତରେ ୪୧ଜଣ ରୋଗୀ ଚିହ୍ନଟ

ସୁନ୍ଦରଗଡ଼ : କାୟା ବିସ୍ତାର କରୁଛି ଡେଙ୍ଗୁ। ବର୍ତ୍ତମାନ ସୁଦ୍ଧା ୫୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ରୋଗୀଙ୍କ ସଂଖ୍ୟା ବଢିଚାଲିଥିବାବେଳେ ସ୍ୱତନ୍ତ୍ର ଟିମ୍‌ ଦ୍ୱାରା ଚିକିତ୍ସା ଚାଲୁଛି। ଭୁବନେଶ୍ୱରରୁ ମଧ୍ୟ ଏକ ଡାକ୍ତରୀ ଦଳ ଆସି ସୁନ୍ଦରଗଡ଼ ଖତୁରବାହାଲ ଗାଁ ବୁଲି ଲୋକଙ୍କୁ ସଚେତନ…

କଳାହାଣ୍ଡି : ଜିଲ୍ଲା ପ୍ରଶାସନର ନିଦ ହଜେଇଛି ଡେଙ୍ଗୁ ଜ୍ୱର

କଳାହାଣ୍ଡି (କେନ୍ଯୁଜ୍) : ଡେଙ୍ଗୁ ଜ୍ୱର ଜିଲ୍ଲା ପ୍ରଶାସନର ନିଦ ହଜେଇ ଦେଇଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ଡେଙ୍ଗୁ ଜ୍ୱର ବ୍ୟାପିବାରେ ଲାଗିଛି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା କଂଗ୍ରେସ ଅଭିଯୋଗ କରିଛି । ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ…

ମହାକାଳପଡା ଗୋପିନାଥପୁର ଶାସନ ଗାଁରେ ଡେଙ୍ଗୁ ଆକ୍ରାନ୍ତ : ୪ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ

କେନ୍ଦ୍ରାପଡା (କେନ୍ୟୁଜ୍) : ଡେଉଁଛି ଡେଙ୍ଗୁ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ତେରଙ୍ଗ ପଞ୍ଚାୟତର ଗୋପିନାଥପୁର ଶାସନ ଗାଁରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ସୁଦ୍ଧା ୭ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୪ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗାଁର ଅନେକ…

ବେଗୁନିଆ ବ୍ଳକରେ ଡ଼େଙ୍ଗୁ ଆତଙ୍କ

ଖୋର୍ଦ୍ଧା (କେନ୍ଯଜ୍) : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ଡେଙ୍ଗୁ ଆତଙ୍କ । ବଡବେରଣା ଗାଁରେ ଏବେ ୪ ଜଣ  ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ତଳଗଡ ଗାଁରେ ମଧ୍ୟ ଆଉ ଜଣେ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଅନ୍ୟପଟେ ଡେଙ୍ଗୁ ଭୟରେ କିଛି ଲୋକ ଗାଁ ଛାଡୁଛନ୍ତି । କୂଅ ପାଣି ଓ…

କଳାହାଣ୍ଡିରେ ବ୍ୟାପୁଛି ଡେଙ୍ଗୁ : ଲଡୁଗାଁର ୨୦୦ରୁ ୪୪ ଜଣଙ୍କ ରକ୍ତ ନମୁନା ପଜିଟିଭ୍

କଳାହାଣ୍ଡି : ବ୍ୟାପୁଛି ଡେଙ୍ଗୁ । କୋକସରା ବ୍ଳକ ଲଡୁଗାଁର ଆଉ ୨୦ ଜଣଙ୍କ ରକ୍ତ ନମୁନାରୁ ଡେଙ୍ଗୁ ଭୂତାଣୁ ବାହାରିଛି । ଗତକାଲି ସୁଦ୍ଧା ୨୪ ଜଣଙ୍କ ରକ୍ତ ନମୁନାରୁ ପଜିଟିଭ୍ ଆସିଥିଲା । ବର୍ତ୍ତମାନ ସୁଦ୍ଧା ମୋଟ ୨୦୦ଟି ରକ୍ତ ନମୁନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୪୪ଟି ପଜିଟିଭ୍ ବାହାରିଛି…

କଳାହାଣ୍ଡିରେ ବ୍ୟାପୁଛି ଡେଙ୍ଗୁ : ଲଡୁଗାଁର ଆଉ ୧୬ ଜଣଙ୍କ ରକ୍ତ ନମୁନା ପଜିଟିଭ୍‌

କଳାହାଣ୍ଡି(କେନ୍ଯୁଜ୍) : ବ୍ୟାପୁଛି ଡେଙ୍ଗୁ ରୋଗ। ଲଡୁଗାଁର ଆଉ ୧୬ ଜଣଙ୍କ ରକ୍ତ ନମୁନାରୁ ପଜିଟିଭ୍‌ ବାହାରିଛି । ଗତକାଲି ୬ ଜଣଙ୍କ ରକ୍ତ ନମୁନାରୁ ପଜିଟିଭ୍‌ ଆସିଥିଲା । ବର୍ତ୍ତମାନ ସୁଦ୍ଧ ମୋଟ ୯୪ଟି ରକ୍ତ ନମୁନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୨୨ଟି ପଜିଟିଭ୍‌ ବାହାରିଛି । ଡେଙ୍ଗୁ…

ଆପଣଙ୍କ ଘରେ ହିଁ ରହିଛି ଡେଙ୍ଗୁ ମଶା ଭଗାଇବାର ସହଜ ଉପାୟ : ଥରେ ଟ୍ରାଏ କରି ଦେଖନ୍ତୁ

ବର୍ଷା ଦିନ ଆରମ୍ଭ ହେବା ମାତ୍ରେ ଡେଙ୍ଗୁ ଏବଂ ମ୍ୟାଲେରିଆ ମଶାଙ୍କ ଆତଙ୍କ ସମସ୍ତଙ୍କୁ ଚିନ୍ତିତ କରିଥାଏ । ସବୁଠାରୁ ବଡ କଥା ହେଉଛି ଏହି ସବୁ ମଶା ସଫା ପାଣିରେ ବଢିଥାନ୍ତି । ଯାହା ଫଳରେ ଘରର କୌଣସି ବି କୋଣରେ ଏହି ସବୁ ମଶା ଜନ୍ମ ହେବାର ସମ୍ଭାବନା ଥାଏ । ମଶା କେବଳ ରାତିରେ ଯେ ଆପଣଙ୍କ…

ରାୟଗଡାରେ ବଢୁଛି ଡେଙ୍ଗୁ ଆତଙ୍କ : ଜଣେ ଛାତ୍ର ମୃତ

ରାୟଗଡା: ବଢୁଛି ଡେଙ୍ଗୁ ରୋଗର ଆତଙ୍କ । ଡେଙ୍ଗୁରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ସୁଲୁଭା ଗାଁର ଯୁକ୍ତ ୩ ଛାତ୍ର ଏମ୍‌.ରବି କୁମାର। ବିଶାଖାପାଟନମ୍‌ କେୟାର ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ବିଶାଖାପାଟଣାରେ ଗୋଟେ ମାସ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କ ଜୀବନ ନେଲାଣି…

କଟକ ଏସସିବିରେ ବଢୁଛି ଡେଙ୍ଗୁ ରୋଗୀ ସଂଖ୍ୟା

କଟକ: ଏସସିବିରେ ବଢୁଛି ଡେଙ୍ଗୁ ରୋଗୀ ସଂଖ୍ୟା। ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ୨୧ଜଣ ରୋଗୀ। ଏମାନଙ୍କ ମଧ୍ୟରୁ ୪ଜଣ ଆଇସିୟୁରେ ଓ ୧୭ଜଣ ଓ୍ଵାର୍ଡରେ ଚିକିତ୍ସିତ ହେଉଛନ୍ତି। ଗତ ଜାନୁୟାରୀ ମାସରୁ ଏବେ ସୁଦ୍ଧା ଏସସିବିରେ ୧୬ଶହ ୮୯ଟି ରକ୍ତ ନମୁନା ପରୀକ୍ଷା କରାଯାଇଛି। ଏଥିରୁ ୯୪ଟି ରିପୋର୍ଟ…

ପୁଣି ଡେଙ୍ଗୁ ଆତଙ୍କ : ଟୁଇନସିଟିରେ ବଢ଼ିବାରେ ଲାଗିଛି ରୋଗୀ ସଂଖ୍ୟା

ଭୁବନେଶ୍ବର : କଟକ ଏସସିବି ମେଡିକାଲରେ ଧୀରେ ଧୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏସସିବିରେ ୧୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ଆଇସିୟୁରେ ୩ଜଣ ଡେଙ୍ଗୁ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଗତକାଲି ୩୦ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ।…