Browsing Tag

denkanal

ରେଙ୍ଗାଳି କେନାଲରୁ ସନ୍ଦିଗ୍ଧ ଡ୍ରୋନ୍‌ ଜବତ; କିଏ ଏହାକୁ ଉଡାଇ ଥିଲା ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ (କେନ୍ୟୁଜ): କେନାଲ ହୁଡ଼ାରୁ ଉଦ୍ଧାର ହେଲା ଡ୍ରୋନ୍‌। ଢେଙ୍କାନାଳ ଜିଲ୍ଲା ସଦର ଥାନା ଇନ୍ଦିପୁର ଗାଁର ରେଙ୍ଗାଳି କେନାଲ ହୁଡ଼ା ନିକଟରୁ ଉଦ୍ଧାର ହୋଇଛି ମିନି ପ୍ଳେନ ଭଳି ଦିଶୁଥିବା ଡ୍ରୋନ୍‌ । ଗାଁର କିଛି ଯୁବକ ପ୍ରଥମେ ଏହି ମିନି ପ୍ଳେନ ଭଳି ଦିଶୁଥିବା ଡ୍ରୋନଟି ପଡିଥିବା…