ସପିଂ ମଲ୍ରେ ଗୁଳିକାଣ୍ଡ: ୩ ମୃତ, ତିନି ଗୁରୁତର
ୟୁରୋପୀୟ ଦେଶ ଡେନମାର୍କର ରାଜଧାନୀ କୋପେନହେଗନରେ ଏକ ସପିଂମଲରେ ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ ୩ ଜଣ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି। ପୋଲିସ ଘଟଣାସ୍ଥଳରୁ ଜଣକ ଗିରଫ କରିଛି।
କୋପେନହେଗନ ପୋଲିସ ଟୁଇଟ୍ କରି କହିଛି ଗୁଳିକାଣ୍ଡର ଖବର ମିଳିବା ପରେ ଘଟଣାସ୍ଥଳକୁ ପୋଲିସ ଅଧିକାରୀମାନଙ୍କୁ…