Browsing Tag

deo project

ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦେଓ କେନାଲରୁ ଛଡାଯିବ ପାଣି

କରଞ୍ଜିଆ(କେନ୍ଯୁଜ୍): ଆଜି ଦେଓ କେନାଲରୁ ଛଡାଯିବ ପାଣି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦେଓ କେନାଲରେ ପାଣି ଛାଡିବ ପ୍ରଶାସନ । ୩୦ କିଲୋମିଟର ପର୍ଯ୍ୟନ୍ତ ପାଣି ଛଡାଯିବ। ଏଡି ପ୍ରକଳ୍ପରୁ ପାଣି ଛଡାଗଲେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୧୦୦ ଗାଁର ଚାଷୀ…

ଦେଓ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଦୁଇଟି ଗାଁର ଶହ ଶହ ବର୍ଷର ପୁରାତନ ଶାଳ ଗୁଡିକ କରାଯାଇଛି ସ୍ଥାନାନ୍ତର

କରଞ୍ଜିଆ: ଦେଓ ପ୍ରକଳ୍ପ । ଯାହା ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର ସବୁଠାରୁ ବଡ଼ ପ୍ରକଳ୍ପ। ଏହି ପ୍ରକଳ୍ପ କୁ ଶୁଭ ଦେଇଥିଲେ ବିଜୁ ପଟ୍ଟନାୟକ । ଯାହା ଦୀର୍ଘ ୨୮ ବର୍ଷ ରେ ପରେ ଶେଷ ହେବାକୁ ଯାଉଛି । ଏହି ଅଞ୍ଚଳରୁ ଦୁଇଟି ଗାଁ ସମ୍ପୂର୍ଣ୍ଣ ବିସ୍ଥାପିତ ହେବା ପରେ ପ୍ରଶାସନ ଏବଂ…

ଦୀର୍ଘ ୨୮ବର୍ଷ ପରେ ସମ୍ପୂର୍ଣ୍ଣ ହେବାକୁ ଯାଉଛି ଦେଓ ପ୍ରକଳ୍ପ କାର୍ଯ୍ୟ, ବୁଡି ଅଞ୍ଚଳବାସୀଙ୍କୁ ବିସ୍ଥାପିତ କରୁଛି…

କରଞ୍ଜିଆ: କରଞ୍ଜିଆ ବାସୀଙ୍କ ଜଳକଷ୍ଟ ଦୂର କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୯୨ ମସିହାରେ କରଞ୍ଜିଆ ବ୍ଳକ ହାତିବାରି ଠାରେ ଶିମିଳିପାଳ ରୁ ବହି ଆସିଥିବା ଚିରଶ୍ରତା ଦେଓ ନଦୀରେ ୫୨କୋଟି ଟଙ୍କାର ଏକ ନଦୀବନ୍ଧ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରକଳ୍ପ କାର୍ଯ୍ୟ…

ଦୀର୍ଘ ୨୮ ବର୍ଷ ପରେ ପୂର୍ଣ୍ଣ ହେବାକୁ ଯାଉଛି ବିଜୁବାବୁଙ୍କ ସ୍ବପ୍ନ: ପ୍ରଥମ ଥର ପାଇଁ ଦେଓ ବନ୍ଧରେ ପାଣି ରହିଲା ପରେ…

କରଞ୍ଜିଆ : ବିଜୁବାବୁଙ୍କ ସପ୍ନ ପୂରଣ କରିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର ଦେଓ ପ୍ରକଳ୍ପ ଶୁଭ ଦେଇଥିଲେ ବିଜୁ ପଟ୍ଟନାୟକ । ଦୀର୍ଘ ୨୮ ବର୍ଷ ପରେ ଶେଷ କରିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ । ପ୍ରଥମ ଥର ପାଇଁ ଦେଓ ବନ୍ଧରେ ପାଣି ରହିଲା ପରେ ଖୁସିର…