Browsing Tag

deogarh

ହାତୀ ଦାନ୍ତ ଡିଲ ବେଳେ ମାଡିବସିଲା ବନବିଭାଗ, ୩ ଗିରଫ

ଦେବଗଡ଼ (କେନ୍ୟୁଜ): ଦେବଗଡ଼ ସହର ଭିତରେ ହାତୀ ଦାନ୍ତ ଡିଲ ବେଳେ ମାଡିବସିଲା ବନବିଭାଗ । ଦୁଇଟି ହାତୀ ଦାନ୍ତ ଜବତ,୩ ଗିରଫ । ଗିରଫ ୩ ଅଭିଯୁକ୍ତମାନେ ହେଲେ ଦେବଗଡ଼ର ପ୍ରେମରାଜ ସାହୁ, ସମୀର କପରଦାର (ବାପି) ଓ ଦିଲ୍ଲୀର ରାଜେଶ କୁମାର ଗିରଫ । ଅଭିଯୁକ୍ତ ମାନଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି…

ଶିଶୁକନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣା: ପୋଲିସକୁ ସହଯୋଗ କରିଥିବା ଦୁଇ ବ୍ୟକ୍ତି ପୁରସ୍କୃତ

ଦେବଗଡ଼ (କେନ୍ୟୁଜ୍‌): ଦେବଗଡ଼ ଜିଲ୍ଲାର ଶିଶୁକନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣାରେ ପୋଲିସକୁ ସହଯୋଗ କରିଥିବା ବ୍ୟକ୍ତି ପୁରସ୍କୃତ । ଆଇଜି ଜୟନାରାୟଣ ପଙ୍କଜ ସେମାନଙ୍କୁ ପୁରସ୍କୃତ କରିଛନ୍ତି । ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ପୁରସ୍କାର ପ୍ରଦାନ କରାଯାଇଛି । ସୁନ୍ଦରଗଡ଼ସ୍ଥିତ ଏକ ହୋଟେଲର…

ଦେବଗଡ଼ରୁ ଅପହରଣ: ସୁନ୍ଦରଗଡ଼ରୁ ଉଦ୍ଧାର ହେଲା ୬ ବର୍ଷର କୁନି ଝିଅ ପିହୁ

ଦେବଗଡ଼ (କେନ୍ୟୁଜ): ଦେବଗଡ଼ରୁ ଅପହରଣ ସୁନ୍ଦରଗଡ଼ରୁ ଉଦ୍ଧାର। ଅପହୃତ ୬ ବର୍ଷର କୁନି ଝିଅ ପିହୁକୁ ଉଦ୍ଧାର କରିଛି ପୋଲିସ। ସୁନ୍ଦରଗଡ଼ ବଡ଼ଗାଁ ରାସ୍ତାକଡ଼ରୁ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କରାଯାଇଛି । କୁନି ଝିଅକୁ ମୋବାଇଲ୍ ନମ୍ବର ମାଗି ପରିବାର ସହ ସ୍ଥାନୀୟ ଲୋକ ଯୋଗାଯୋଗ କରିଛନ୍ତି ।…

ଝାରସୁଗୁଡ଼ାରୁ ବାରକୋଟ୍ ପର୍ଯ୍ୟନ୍ତ ଚାଲିବ ଟ୍ରେନ, ରେଳ ମନ୍ତ୍ରାଳୟର ମଞ୍ଜୁର

ଓଡ଼ିଶାରେ ଝାରସୁଗୁଡ଼ାରୁ ବାରକୋଟ୍ ପର୍ଯ୍ୟନ୍ତ ଚାଲିବ ଟ୍ରେନ । ନୂଆ ରେଳ ଲାଇନ ତିଆରି କରିବା ପାଇଁ ଆନୁଷଙ୍ଗିକ ପଦକ୍ଷେପ ନିଆଯାଇଛି । ୧୬୦ କିମି ବିଶିଷ୍ଟ ବାରକୋଟ ଏବଂ ଝାରସୁଗୁଡା ରେଳ ଲାଇନ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଫାଇନାଲ ଲୋକେସନ୍ ସର୍ଭେ(ଏଫଏଲଏସ) କରିବା ପାଇଁ ରେଳ…

ସବୁ ଆଡେ ବର୍ଷା: ଦେବଗଡ଼ରେ ବୁଧ ଓ ଗୁରୁ ସ୍କୁଲ-ଅଙ୍ଗନୱାଡି ଛୁଟି ଘୋଷଣା

ଦେବଗଡ଼ (କେନ୍ୟୁଜ): ପ୍ରବଳ ବର୍ଷାରେ ବେହାଲ ସାରା ରାଜ୍ୟ । ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟର କିଛି ଜିଲ୍ଲାରେ ବନ୍ଦ ରହିଛି ସ୍କୁଲ ଓ କଲେଜ । ସେହିପରି ଦେବଗଡ଼ ଜିଲ୍ଲାରେ ଗତକାଲି ଠାରୁ ଲାଗି ରହିଛି ଅବିଶ୍ରାନ୍ତ ବର୍ଷା । ଗତକାଲି ସନ୍ଧ୍ୟାରୁ ଆଜି ସକାଳ ୮ଟା ଯାଏଁ…

ପୁଅର ଠେଙ୍ଗା ମାଡ଼ରେ ବାପା ମୃତ, ମା ଆହତ; ଅଭିଯୁକ୍ତ ଥାନାରେ ଅଟକ

ଦେବଗଡ଼ (କେନ୍ୟୁଜ): ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ। ପୁଅର ଠେଙ୍ଗା ମାଡ଼ରେ ବାପା ମୃତ ମା ଆହତ । ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଅନ୍ତର୍ଗତ ଭାଲୁଗୁହା ଗ୍ରାମରେ। ମୃତକ ହେଲେ ମୃତକ ଗୁରୁଚରଣ କିସାନ। ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ ଗତକାଲି…

ହତ୍ୟା ମାମଲାରେ ଆଜୀବନ ସଜା ଭୋଗୁଥିବା କଏଦୀର ମୃତ୍ୟୁ

ଦେବଗଡ଼(କେନ୍ୟୁଜ୍): ଦେବଗଡ଼ ସ୍ୱତନ୍ତ୍ର ଉପ କାରାଗାରରେ ଏକ ହତ୍ୟା ମାମଲାରେ ଆଜୀବନ ସଜା ଭୋଗୁଥିବା କଏଦୀର ମୃତ୍ୟୁ । ମୃତ ବନ୍ଦୀ ରିଆମାଳ ଥାନା ଭିତରପଦ ଗ୍ରାମର କେଶବ କୁମୁରା। ୨୦୦୯ ମସିହା ନଭେମ୍ବର ୧୧ ତାରିଖ ଠାରୁ ହତ୍ୟା ମାମଲାରେ ବନ୍ଦୀ ଥିବା ବେଳେ ୨୦୧୦ମସିହା ଅକ୍ଟୋବର ୮  ତାରିଖ ରେ…

ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ପଥରରେ ଛେଚି ହତ୍ୟା, ଆକ୍ରମଣର କାରଣ ଅସ୍ପଷ୍ଟ

ଦେବଗଡ (କେନ୍ୟୁଜ): ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗ । ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୧୧ ଟା ସମୟରେ ହତ୍ୟା କରାଯାଇଛି । ଦେବଗଡ ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ଅଫିସ ସମ୍ମୁଖରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ…

ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ: ଗାଁ ଦାଣ୍ଡରେ ଉଲଗ୍ନ କରି ଘୋଷାଡ଼ି ମାରିଲେ

ଦେବଗଡ଼ (କେନ୍ୟୁଜ): ବାରକୋଟ ଥାନା ଅନ୍ତର୍ଗତ ଦେପତଲା ଗ୍ରାମରେ ଅନ୍ଧ ବିଶ୍ୱାସର କରୁଣ ଚିତ୍ର l ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ଗ୍ରାମବାସୀ ସଙ୍ଘବଦ୍ଧ ମରଣାନ୍ତକ ଆକ୍ରମଣ କରିଛନ୍ତି। ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ଼ ମାରିଲେ ଗ୍ରାମବାସୀ। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ବାଇକ୍‌ରେ ଆସି ଯୁବକଙ୍କ ଉପରକୁ ଏସିଡ ପକାଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି

ଦେବଗଡ଼ (କେନ୍ୟୁଜ): ଏସିଡ ଆକ୍ରମଣରେ ଜଣେ ଯୁବକ ଗୁରୁତର। ଦେବଗଡ଼ ପୌରାଞ୍ଚଳ ମୁଣ୍ଡା ସାହିରେ ଅଘଟଣ। ଚାଲି ଚାଲି ଆସୁଥିବା ବେଳେ ଯୁବକଙ୍କୁ ଏସିଡ ମାଡ ହୋଇଛି। ୩ ଜଣ ଅଜଣା ଯୁବକ ଆସି ଏସିଡ ମାଡ କରିଥିବା ଅଭିଯୋଗ। ୧୦ ନମ୍ବର ୱାର୍ଡ ମୁଣ୍ଡା ସାହିର ସିକନ ପ୍ରଧାନ(୨୨) ଗୁରୁତର। ମୁହଁ ଓ…

ଶଗଡ଼ ଧରି ବିଲରୁ ଧାନ ନେବା ପାଇଁ ବାହାରିଥିଲେ ଚାଷୀ ଦମ୍ପତି, ମାଡିଗଲା ଟ୍ରକ; ଉଭୟ ମୃତ

ଦେବଗଡ଼ (କେନ୍ୟୁଜ) : ଶଗଡ଼ ଉପରେ ମାଡିଗଲା ଟ୍ରକ। ଦୁର୍ଘଟଣାରେ ଦମ୍ପତି ମୃତ। ମାଣ ବସା ଗୁରୁବାରରେ ପୂଜା ସାରି ଶଗଡ଼ ଧରି ବିଲରୁ ଧାନ ନେବା ପାଇଁ ବାହାରିଥିଲେ ଚାଷୀ ଦମ୍ପତି। ହେଲେ ସକାଳୁ ସକାଳୁ ଘଟିଗାଲା ଅଘଟଣ। ଦେବଗଡ଼ ଥାନା ବିନ୍ଦପୁର ଗାଁ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଶଗଡ଼ ଉପରେ…