ଜାଣନ୍ତୁ ଶରୀରରେ କେଉଁ ଭିଟାମିନ୍ ଅଭାବରୁ ହୋଇଥାଏ ଡିପ୍ରେସନ୍ ଏବଂ ପ୍ୟାନିକ୍ ଆଟାକ୍
ଆମ ଆଖପାଖରେ ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କୁ କିଛି ଏମିତି ସମସ୍ୟାର ସମ୍ମୁଖୀନ ହେଉଛିନ୍ତି, ଯେ ସେମାନଙ୍କୁ ତୁରନ୍ତ ଚିନ୍ତା କିମ୍ବା ପ୍ୟାନିକ୍ ଆଟାକ୍ ହେଉଛି । ତେବେ ଏଭଳି ଲୋକଙ୍କୁ ତାଙ୍କ ଏହି ମାନସିକ ଅବସ୍ଥା କାରଣରୁ ତାଙ୍କୁ ଅନେକ ପ୍ରକାରର ମେଣ୍ଟାଲ ହେଲଥ୍ ପରି ସମସ୍ୟାରେ…