Browsing Tag

deputy collector

ଗିରଫ ହେଲେ ଜଗତସିଂହପୁର ଡେପୁଟି କଲେକ୍ଟର, ଆୟର ୧୯୧ ପ୍ରତିଶତ ସମ୍ପତ୍ତି କରିଛନ୍ତି ଠୁଳ

ଭୁବନେଶ୍ବର(କେନ୍ୟୁଜ୍): ଗିରଫ ହେଲେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲା। ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ। ତାଙ୍କ ଆୟର ୧୯୧ ପ୍ରତିଶତ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ ଚିତ୍ତରଞ୍ଜନ। ତାଙ୍କର ୫ ଟି ଫ୍ଲାଟ,୨ଟି ୨ତାଲା ଘର,୧୧ଟି ପ୍ଲଟ…

ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଠାବ ହେଲା ୪କୋଠା, ୬ପ୍ଲଟ୍‌

ଜଗତସିଂହପୁର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଡେପୁଟୀ କଲେକ୍ଟର । ଜଗତସିଂହପୁର ଡେପୁଟୀ କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବାଲେଶ୍ୱର, ସୋନପୁର ଓ ଜଗତସିଂହପୁରରେ ୯ଟି ସ୍ଥାନରେ ଏକକାଳୀନ ରେଡ୍‌ କରାଯାଇଛି। ଚଢ଼ାଉ ବେଳେ ଘରୁ…

ଡେପୁଟି କଲେକ୍ଟରଙ୍କ ପରକୀୟା ପ୍ରୀତି ଅଭିଯୋଗ, ଝାରସୁଗୁଡ଼ା ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କଲେ ପତ୍ନୀ

ବୌଦ୍ଧ(କେନ୍ୟୁଜ ବ୍ୟୁରୋ): ଡେପୁଟି କଲେକ୍ଟରଙ୍କ ପରକିଆ ପ୍ରୀତି ଅଭିଯୋଗ । ରଙ୍ଗେ ହାତ ଧରା ପଡ଼ିଲେ ବୌଦ୍ଧ ଜିଲ୍ଲାର ଡେପୁଟି କଲେକ୍ଟର । ପରକିଆ ପ୍ରୀତି ପାଇଁ ହେଲା ମହାଭାରତ । ଡେପୁଟି କଲେକ୍ଟର ଶରତ ବାଗଙ୍କୁ ରଙ୍ଗେ ହାତ ଧରିଲେ ପତ୍ନୀ । ଏହାର ଭିଡିଓ ଭାଇରଲ ହୋଇଛି । ଡେପୁଟି କଲେକ୍ଟର…