ଶିମିଳିପାଳ ଅଞ୍ଚରୁ ଦେଶୀ ବନ୍ଧୁକ ସହିତ ଜଣେ ଗିରଫ
କରଞ୍ଜିଆ(କେନ୍ୟୁଜ) : ଆଜି କରଞ୍ଜିଆ ପୋଲିସ ଓ ବନ କର୍ମଚାରୀଙ୍କ ଦ୍ୱାରା ମିଳିତ ଚଢ଼ାଉ କରାଯାଇ ବେଆଇନ ବନ୍ଧୁକ ସହ ଜଣେ ବ୍ୟକ୍ତିକୁ ଗରିଫ କରାଯାଇଛି । ଗିରଫ ବ୍ୟକ୍ତି ହେଲେ ଧରସୁ ପିଙ୍ଗୁଆ । ବେଆଇନ ବନ୍ଧୁକ ସହ ଗାଁରେ ଶିକାରୀ ଥିବା ସୂଚନା ପାଇ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ସହାୟତା…