ମହାରାଷ୍ଟ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧନଞ୍ଜୟ ମୁଣ୍ଡେ, ସରପଞ୍ଚ ହତ୍ୟାକାଣ୍ଡ ଅଭିଯୁକ୍ତ ସହିତ ରହିଛି ଲିଙ୍କ
ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ଆଜି ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାପତ୍ର ଧରି ତାଙ୍କ ପିଏ ପ୍ରଶାନ୍ତ ଯୋଶୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବାସଭବନରେ ପହଞ୍ଚିଥିଲେ । ସିଏମ ଦେବେନ୍ଦ୍ର ଫଡନାଭିସ ତାଙ୍କ ଇସ୍ତଫାକୁ ସ୍ୱୀକାର କରିଛନ୍ତି । ଆଗକୁ କାର୍ଯ୍ୟ…