ଦେବୀ ନଦୀରେ ବିଦେଶୀ ପକ୍ଷୀଙ୍କ ସମ୍ଭାର, ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ନୂଆ ଅତିଥିଙ୍କ କିଚିରି ମିଚିରି ଶବ୍ଦ
ନଦୀ ସମୁଦ୍ର ଘେରା ଅସ୍ତରଙ୍ଗ ଅଞ୍ଚଳ । ଏଠାରେ ପ୍ରବାହିତ ଦେବୀ ନଦୀ, କାଦୁଆ ନଦୀ ଏବଂ ପ୍ରାଚୀ ନଦୀ ବଙ୍ଗୋପସାଗର ସହିତ ମିସିଛନ୍ତି । ଅସ୍ତରଙ୍ଗ ଅଞ୍ଚଳରେ ପ୍ରବାହିତ ନଦୀ ସମୁଦ୍ର ଜୈବବିବିଧତାରେ ପରିପୂର୍ଣ ହୋଇ ରହିଛି । ଏଠାରେ ରହିଥିବା ହେନ୍ତାଳ ଜଙ୍ଗଲ ବନ୍ୟ ପ୍ରାଣୀଙ୍କ ପାଇଁ ପାଲଟିଛି…