Browsing Tag

devotee

Puri Srimandir: ପୁରୀ ଶ୍ରୀମନ୍ଦିର ଉପରେ ଚଢ଼ିଗଲେ ଶ୍ରଦ୍ଧାଳୁ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ: ପୁଣି ଶ୍ରୀମନ୍ଦିର ଉପରେ ଚଢ଼ିଗଲେ ଶ୍ରଦ୍ଧାଳୁ । ଅଳାଁ ବେଢାକୁ ଚଢି ପୂଜାର୍ଚ୍ଚନା କଲେ ଯୁବକ । ଯୁବକଙ୍କୁ ଧରିବାକୁ ଯାଇ ନାକେଦମ ହେଲା ପୋଲିସ । ଦୀର୍ଘ ସମୟର ହାଇଡ୍ରାମା ପରେ ଯୁବକଙ୍କୁ ତଳକୁ ଅଣାଯାଇଥିଲା । ଯୁବକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ପଚରା ଉଚରା କରାଯାଉଛି । ତେବେ…

Devotee : ଜଗା ଦର୍ଶନ ପାଇଁ ରାଜସ୍ଥାନରୁ ଚାଲି ଚାଲି ଶ୍ରୀକ୍ଷେତ୍ର ଆସିଲେ ଶ୍ରଦ୍ଧାଳୁ

ବିନିକା :  ଜଗା ଦର୍ଶନ ପାଇଁ ରାଜସ୍ଥାନରୁ ଚାଲି ଚାଲି ଶ୍ରୀକ୍ଷେତ୍ର ଆସିଲେ ଶ୍ରଦ୍ଧାଳୁ । ଯେତେ ସମୟ ଲାଗୁ, ଯେତେ ବାଧା ହେଉ, ଲକ୍ଷ୍ୟ ମହାପ୍ରଭୁଙ୍କ ଦର୍ଶନ କରିବା । କାଳିଆ ପ୍ରେମରେ ରାଜସ୍ଥାନରୁ ଚାଲି ଚାଲି ପୁରୀ ଯାଉଛନ୍ତି ଦୁଇ ଜଣ ଶ୍ରଦ୍ଧାଳୁ । ବଡ଼ଠାକୁର ସାରା ଜଗତର ନାଥ ସିଏ । ପ୍ରଭୁ…

ଜଗା ଦର୍ଶନ ହେଲା ଶେଷ ଦର୍ଶନ, ଉତ୍ତର ଦ୍ବାର ନିକଟ ପରିକ୍ରମା ମାର୍ଗରେ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ

ପୁରୀ : ଜଗା ଦର୍ଶନ ହେଲା ଶେଷ ଦର୍ଶନ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଉତ୍ତର ଦ୍ବାର ନିକଟ ପରିକ୍ରମା ମାର୍ଗରେ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ । ମୃତ ଭକ୍ତ ହେଲେ ଅଗରତାଲା ନର୍ଥ ତ୍ରିପୁରାର ୭୨ ବର୍ଷୀୟ ଅମିତ ରଞ୍ଜନ କର । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଅମିତଙ୍କୁ ମୃତ…

ମାର୍ଚ୍ଚରେ ଆରମ୍ଭ ହେବ ବାରାଣସୀ ଷ୍ଟେସନରୁ କାଶୀ ବିଶ୍ୱନାଥକୁ ରୋପ କାର ସେବା

ବାରାଣସୀରେ, ରେଳ ଷ୍ଟେସନରୁ କାଶୀ ବିଶ୍ୱନାଥ ମନ୍ଦିର ପର୍ଯ୍ୟନ୍ତ ୪ କିଲୋମିଟର ଲମ୍ବା ରୋପ କାର୍ ସେବା ୮୦୦ କୋଟି ଖର୍ଚ୍ଚରେ ମେ ୨୦୨୬ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି। ଏହା ଦେଶର ପ୍ରଥମ ଆନ୍ତଃନଗର ସେବା ହେବ । ୧୪୮ ଗୋଣ୍ଡୋଲା ସହିତ ଦୈନିକ ୧୦୦,୦୦୦ ଯାତ୍ରୀଙ୍କୁ ପରିବହନ…

ଦୀର୍ଘ ୧୪ ଦିନ ଧରି ଦର୍ଶନ ଦେବା ପରେ ବିଦାୟ ନେଲେ ମା’ ଶ୍ୟାମାକାଳୀ, ଭାବବିହ୍ବଳ ହେଲେ ଭକ୍ତ

ବାଲିଗୁଡ଼ା: ଦୀର୍ଘ ୧୪ ଦିନ ଧରି ନିଜ ଭକ୍ତଙ୍କୁ ଦୁର୍ଲଭ ଦର୍ଶନ ଦେଇ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମା’ ଶ୍ୟାମାକାଳୀ । ମା’ଙ୍କ ଶେଷ ଦର୍ଶନ ପାଇ ଭାବବିହ୍ବଳ ହେଲେ ଭକ୍ତ । ମା’ ଶ୍ୟାମାକାଳୀଙ୍କୁ ଦୀର୍ଘ ଚଉଦ ଦିନ ଧରି ପୂଜାର୍ଚ୍ଚନା କରିଥିଲେ ଭକ୍ତ । ଏନେଇ ଉତ୍ସବ ମୁଖର ହୋଇଥିଲା ବାଲିଗୁଡା…

ଆଜି ହରିଶୟନ ଏକାଦଶୀ, କାଳିଆକୁ ଲାଗୁ ହେବ ଚୁଡ଼ାଘଷା

ପୁରୀ: ଆଜି ହରିଶୟନ ଏକାଦଶୀ, ମୋ ଜଗା ଖାଇବ ଚୁଡାଘଷା । ରଥ ଯାତ୍ରା ଆସିଲେ ଲୋକରଣ୍ୟ ହୋଇ ଉଠେ ଶ୍ରୀକ୍ଷେତ୍ର।  ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ସମ୍ପର୍କର ସେତୁ ବଢିବା ଲାଗିଥାଏ  ।  ତେବେ ଅନେକ ଭକ୍ତ ଅଛନ୍ତି ଯେଉଁମାନେ ବଡ଼ ଦାଣ୍ଡ ରେ ମହାପ୍ରଭୁ ଙ୍କୁ ଚୁଡାଘଷା ଭୋଗ ଅର୍ପଣ କରିଥାନ୍ତି  । …

ବ୍ରିଟିଶ ଅମଳର ଠାକୁରାଣୀ ମାଆ ମଙ୍ଗୁଳେଇ ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ପିପିଲି: ଆମ ରାଜ୍ୟରେ ଅନେକ ଗାଁ ରହିଛି । ଯେଉଁ ଗାଁରେ ରହିଛି ଅନେକ ମଠ ମନ୍ଦିର । କର୍ମମୟ ଜୀବନରେ ଶାନ୍ତି ଟିକିଏ ପାଇବା ପାଇଁ ଲୋକମାନେ ସ୍ମରଣ କରିଥାନ୍ତିି ଭଗବାନଙ୍କୁ । ତେବେ ଆଜି ଆସନ୍ତୁ ଯିବା ପୁରୀ ଜିଲ୍ଲା ପିପିଲି ବ୍ଲକର ମଙ୍ଗଳପୁର ଗାଁକୁ । ଗାଁରେ ବ୍ରିଟିଶ ଅମଳର ଠାକୁରାଣୀ ମାଆ…

ଜଗା ଦର୍ଶନ ପାଇଁ ଗଞ୍ଜାମରୁ ପୁରୀ ପାଦରେ ଚାଲି ଚାଲି ଗଲେ ଶତାଧିକ ଭକ୍ତ

ଟାଙ୍ଗୀ: ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ଅତୁଟ । ସେ ଭାବର ଡୋରିକୁ କେହି ଚାହିଁଲେ ବି କାଟି ପାରିବେନି । ଇଶ୍ୱର ବିଶ୍ୱାସୀ ଏ ମଣିଷ । ଭଗବାନଙ୍କକୁ ଯେତିକି ପୂଜା କରନ୍ତି ସେତିକି ଶ୍ରଦ୍ଧା ମଧ୍ୟ କରନ୍ତି । ବିଶ୍ୱାସ ଥାଏ ଯେ ପ୍ରଭୁ ନିଶ୍ଚିତ କେବେନା କେବେ କୌଣସି ନା କୌଣସି ରୁପରେ ଦର୍ଶନ…

ବୈକୁଣ୍ଠ ଧାମ ଆଶ୍ରମ ଭାଙ୍ଗିବା ପୂର୍ବରୁ ଅଭାବନୀୟ ଦୃଶ୍ୟ, କାନ୍ଦି କାନ୍ଦି ଗଡିଗଲେ ଭକ୍ତ

ଭୁବନେଶ୍ୱର : ଲୋକଙ୍କ ଗହଳି  ଭିତରେ କାନ୍ଦୁଛନ୍ତି  ଭକ୍ତ ଜଣଙ୍କ । ମ୍ରିୟମାଣ ହୋଇ ପଡୁଛନ୍ତି ଦୁଃଖରେ । ହାତ ଯୋଡି ଭୋ ଭୋ ହୋଇ ତଳେ ଗଡିଯାଉଛନ୍ତି । କହୁଛନ୍ତି ମହାପ୍ରଭୁ ଯଦି କିଛି ଭୁଲ୍ ହେଇଛି କ୍ଷମା କର । ଏଇ ଭକ୍ତଙ୍କ ବିଶ୍ୱାସ ଆଗରେ ସମସ୍ତେ ନିସ୍ତବ୍ଧ । କଣ ଭୁଲ୍ କଣ ଠିକ୍ କଣ…

ଗୁରୁ ପଦ୍ମସମ୍ଭବ ଅନ୍ତର୍ଜାତୀୟ ସମ୍ମିଳନୀରେ ଦେଶ ତଥା ଦେଶ ବାହାରୁ ଯୋଗଦେଲେ ୧୫ଶହ ବୌଦ୍ଧ ଧର୍ମାବଲମ୍ବୀ

ଯାଜପୁର: ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଠାରେ ଭଗବାନ ବୁଦ୍ଧଙ୍କ ଦ୍ଵିତୀୟ ଅବତାର ତଥା ଆନ୍ତର୍ଜାତୀୟ ଗୁରୁ ପଦ୍ମସମ୍ଭବଙ୍କ ଦେହବସାନ ଘଟିଛି । ଏହାର ପ୍ରାମାଣିକ ତଥ୍ୟ ମିଳିବା ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଗୁରୁ ପଦ୍ମସମ୍ଭବଙ୍କ ସମ୍ପର୍କରେ ଅଧିକ ଜାଣିବା ଏବଂ ଆଲୋଚନା ପାଇଁ 'ଫାଷ୍ଟ ଗୁରୁ…

ନୂଆ ବର୍ଷରେ ରାଜ୍ୟର ବିଭିନ୍ନ ମନ୍ଦିରରେ ପ୍ରବଳ ଭିଡ଼, ପରିବାର ସହ ଶୁଭ ମନାସି ଦର୍ଶନ କରୁଛନ୍ତି ଭକ୍ତ

କାକଟପୁର/ଘଟଗାଁ/ଚାନ୍ଦାବାଲି/ବାରିପଦା/କଟକ/ସମ୍ବଲପୁର/ସୁବର୍ଣ୍ଣପୁର/ଟାଙ୍ଗି:  ଓଲଟିଛି କ୍ୟାଲେଣ୍ଡର ପୃଷ୍ଠା । ବିଦାୟ ନେଇଛି ୨୦୨୪ । ଆସିଛି ନୂଆବର୍ଷ । ଧରାପୃଷ୍ଠରେ ଏବେ ୨୦୨୫ର ରାଜୁତି । ନୂଆ ବର୍ଷରେ ନୂଆ ଉତ୍ସାହ, ଉଦ୍ଦୀପନା ।  ତେବେ ଏହି ଇଂରାଜୀ ନବବର୍ଷରେ ଭଗବାନଙ୍କ କୃପା ଭିକ୍ଷା…

ମା କଟକ ଚଣ୍ଡୀଙ୍କ ଷୋଡଶ ଦିନାତ୍ମକ ପୂଜା, ଜମୁଛି ଭକ୍ତଙ୍କ ଭିଡ଼

କଟକ : ଚାଲିଛି ମା କଟକ ଚଣ୍ଡୀଙ୍କ ଷୋଡଶ ଦିନାତ୍ମକ ପୂଜା । ନବରାତ୍ର ପୂଜାର ଚତୁର୍ଥ ଦିନରେ ମା କଟକ ଚଣ୍ଡୀ ହରଚଣ୍ଡୀ ବେଶରେ ଦର୍ଶନ ଦେଉଛନ୍ତି । ଗତକାଲି ମା ଷୋଡଶୀ ବେଶରେ ଦର୍ଶନ ଦେଇଥିଲେ। ହୋମପାଠ, ଯଜ୍ଞ ମନ୍ତ୍ର ଓ ବେଦ ଧ୍ବନୀରେ ପ୍ରକମ୍ପିତ ହେଉଛି ମା କଟକ ଚଣ୍ଡୀଙ୍କ ମନ୍ଦିର ପରିବେଶ ।…