Browsing Tag

devotional news

ମାଆ ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ନିକଟସ୍ଥ ଶିଉଳି ଗଡ଼ମା ଗ୍ରାମର ଗ୍ରାମ ଦେବତୀ ଭଗବତୀ ମାଆ ଅନ୍ନପୂର୍ଣ୍ଣା । ମାଆ ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ, ଅହୋରାତ୍ର ହରିନାମ, ହରିହାଟ, ସାଧୁସନ୍ଥ ସମ୍ମିଳନୀ ଆଦି କାର୍ଯ୍ୟକ୍ରମ ପାଇଁ ଏକ…

ବ୍ରଜପ୍ରାପ୍ତି ମହୋତ୍ସବରେ ଏକାଧିକ ସାଧୁସନ୍ଥଙ୍କ ମିଳନ, ନାମ ସଙ୍କୀର୍ତ୍ତନରେ କମ୍ପିଲା ପରିବେଶ

ଟାଙ୍ଗି : ଗୋଟିଏ ସ୍ଥାନରେ ଏକାଧିକ ସାଧୁସନ୍ଥଙ୍କର ମିଳନ ହୋଇଛି । କିଏ କାହାକୁ ଆଲିଙ୍ଗନ କରୁଛନ୍ତି ତ ପୁଣି କିଏ  ସାଧୁସନ୍ଥଙ୍କୁ ପାଛୋଟି ନେଉଛନ୍ତି । ଏ ଦୃଶ୍ୟ ହେଉଛି ଜମାଦେଇପୁର ଗାଁ ରେ ଅନୁଷ୍ଠିତ ମହୋତ୍ସବର । ଆପଣ ଭାବୁଥିବେ ମହୋତ୍ସବରେ ଏତେ ସଂଖ୍ୟକ ସାଧୁସନ୍ଥ କଣ ସାଂସ୍କୃତିକ…

ଜନ୍ମ ତିଥିରେ ବିରାଟ ପଟୁଆରରେ ଆସିଲେ ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ର, ସୃଷ୍ଟି ହେଲା ଆଧ୍ୟାତ୍ମିକ ପରିବେଶ

ପିପିଲି: ଆମ ସଂସ୍କୃତିରେ ଅନେକ ଭକ୍ତ ସେମାନଙ୍କର ଇଷ୍ଟଙ୍କ ପାଇଁ ନିଜର ଜୀବନକୁ ସମର୍ପିତ କରି ଦେଇଥାନ୍ତି । ଆଉ ତାଙ୍କ ଜନ୍ମ ତିଥିକୁ ଖୁବ୍ ନିଷ୍ଠାର ସହିତ ପାଳନ କରିଥାନ୍ତି । ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ଜୟନ୍ତୀ କୁ ଖୁବ୍ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଛନ୍ତି…

ମହିଳାମାନେ ଶିବଲିଙ୍ଗଙ୍କୁ କାହିଁକି ସ୍ପର୍ଶ କରିବା ଉଚିତ ନୁହେଁ? ଜାଣନ୍ତୁ ଶିବଲିଙ୍ଗ ପୂଜା କରିବାର ଗୁରୁତ୍ୱ

ମହାଦେବ ଶିବଙ୍କ ପୂଜା କରିବା ଦ୍ୱାରା ପ୍ରତ୍ୟେକ ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ । ପ୍ରାଚୀନ ଶାସ୍ତ୍ର ଅନୁଯାୟୀ ଏହି ବ୍ରହ୍ମାଣ୍ଡ ଶିବଲିଙ୍ଗରୁ ଉତ୍ପନ୍ନ ହୋଇଥିଲା । କୁହାଯାଏ ଯେତେବେଳେ ଏହି ଦୁନିଆରେ କିଛି ନଥିଲା, ସେତେବେଳେ ଏକ ବିଶାଳ ଶିବଲିଙ୍ଗ ଦେଖାଦେଇଗଲା, ଯାହା ସମଗ୍ର…

ସମ୍ପର୍ଣ୍ଣ ହେଲା ପ୍ରଭୁ ଗୋପୀନାଥ ଦେବଙ୍କ ନାଗା ନୃତ୍ୟ ପରମ୍ପରା, ହୁଏ ଭକ୍ତ ଓ ଭଗବାନଙ୍କ ମିଳନ

କୂଳକୂଳ ହୋଇ ଯାଉଛି ପୂଣ୍ୟତୟା ଭାର୍ଗବୀ ନଦୀ । ନଦୀ କୂଳରେ ଅବସ୍ଥିତ ହରିପୁର ଗାଁ । ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଗୋପୀନାଥ ଦେବ । ପୁରୀ ଗଜପତି ପୁରୁଷୋତ୍ତମଦେବ ଏହି ମନ୍ଦିର ନିର୍ମାଣ କରିଥିଲେ । ପୁରୀ ଶ୍ରୀମନ୍ଦିର ଭଳି ରୀତି ନୀତି ଏଠାରେ ମଧ୍ୟ ପାଳନ କରାଯାଏ । ସକାଳୁ ସୂର୍ଯ୍ୟ ପୂଜା…

ବିଶ୍ୱଶାନ୍ତି ପାଇଁ ଆୟୋଜିତ ହେଲା ୪୮ ପ୍ରହର ନାମଯଜ୍ଞ, ଜମିଲା ଭକ୍ତଙ୍କ ଭିଡ଼

ହିନ୍ଦୁ ଧର୍ମରେ ରହିଛନ୍ତି ୩୩ କୋଟି ଦେବଦେବୀ । ତା ସାଙ୍ଗକୁ ପ୍ରତ୍ୟେକ ଦେବଦେବୀଙ୍କର ରହିଛି ଭିନ୍ନ ଭିନ୍ନ ପରମ୍ପରା । ସେହିପରି ହିନ୍ଦୁ ଧର୍ମରେ ଯଜ୍ଞର ପରମ୍ପରା ବୈଦିକ କାଳରୁ ଚାଲିଆସୁଛି । ହିନ୍ଦୁ ଧର୍ମ ଗ୍ରନ୍ଥରେ ମନୋକାମନା ପୂର୍ତ୍ତି ପାଇଁ ତଥା ଅନିଷ୍ଟକୁ ଖଣ୍ଡନ କରିବା ପାଇଁ ଯଜ୍ଞ…

ମା’ ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ଓ କଳସ ଯାତ୍ରା

ଭଗବତୀ ମା' ଅନ୍ନପୂର୍ଣ୍ଣା ଦେବୀଙ୍କ ମହିମା କହିଲେ ନସରେ । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ନିକଟସ୍ଥ ଶିଉଳି ଗ୍ରାମର ଗ୍ରାମ ଦେବତୀ ଭଗବତୀ ମା' ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ବସାନ୍ତି ମହାଯଜ୍ଞ, ଅହରାତ୍ର ହରିନାମ, ହରିହାଟ, ସାଧୁସନ୍ଥ ସମ୍ମିଳନୀ ଆଦି…

ମହିମା ଆଶ୍ରମ ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ମହିମା ମହୋତ୍ସବ ଅନୁଷ୍ଠିତ, ଯୋଗଦେଲେ ଶତାଧିକ ବକ୍କଳ ବାବା

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ କନ୍ଦରାପଟି ଗ୍ରାମର ମହିମା ଆଶ୍ରମ ପରିସରରେ ବିଶ୍ୱଶାନ୍ତି ବ୍ରହ୍ମ ଯଜ୍ଞ ଓ ମହିମା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହିମା ସମାଜର ବରିଷ୍ଠ ମହାନ ବ୍ରହ୍ମା ବଧୂତ ବାବାମାନଙ୍କ ଦ୍ଵାରା ବ୍ରହ୍ମ ଭକ୍ତିରେ ସମର୍ପିତ…

ପାଳିତ ହୋଇଯାଇଛି ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ

ପରିକଳ୍ପନାର ବାସ୍ତବ ରୂପରେ ଆଜି ସମସ୍ତେ ବିମୋହିତ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ନୁଦଡିହା ଗ୍ରାମରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ହୋଇ ଯାଇଛି । ଏନେଇ ଚଳଚଞ୍ଚଳ ସମଗ୍ର ମୟୂରଭଞ୍ଜ ଜିଲ୍ଲା । ୧୪ ତାରିଖ ଠାରୁ ଏହି ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିବା ବେଳେ…

ବିହାରରେ ରହିଛି ଦେଢ଼ ଲକ୍ଷ ବର୍ଷ ପୁରୁଣା ସୂର୍ଯ୍ୟ ମନ୍ଦିର: ଭଗବାନ ବିଶ୍ୱକର୍ମା ଏହାକୁ କରିଥିଲେ ତିଆରି, ଛଟ ପୂଜାରେ…

ଚାଲିଛି ପାର୍ବଣ ଋତୁ, ଆରମ୍ଭ ହୋଇଯାଇଛି ଚଟ୍ ପୂଜା। ହିନ୍ଦୁ ଧର୍ମରେ ଛଟ୍ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଛଟ୍ ପୂଜା ପର୍ବ କାର୍ତ୍ତିକ ମାସର ଶୁକ୍ଲ ପକ୍ଷର ଷଷ୍ଠ ଦିନରେ ପାଳନ କରାଯାଏ। ଏଥର ଛଟ୍ ପୂଜା ୨୮ ଅକ୍ଟୋବରରୁ ଆରମ୍ଭ ହୋଇ ୩୧ ଅକ୍ଟୋବରରେ ଶେଷ ହେବ। ଯାହାକି ଆରମ୍ଭ ହୋଇ ଯାଇଛି। ଛଟ୍…