Browsing Tag

devshila

୬ କୋଟି ବର୍ଷ ପୁରୁଣା ଦେବଶୀଳାରୁ ନିର୍ମିତ ହେବ ପ୍ରଭୁ ରାମ ଓ ମାତା ସୀତାଙ୍କ ମୂର୍ତ୍ତି

ଅଯୋଧ୍ୟା। ନାଁ ଶୁଣିଲେ ମନରେ ରାମ ନାମ ଜପ ଆରମ୍ଭ ହୋଇଯାଏ । ଆଉ ଅନ୍ୟପଟେ ଜନକ ସୁତା ମାତା ସୀତାଙ୍କ ନଗରୀ ଜନକପୁର ବା ଆମେ ଯାହାକୁ ଏବେ ନେପାଳ କହୁଛୁ। ଏହି ଦୁଇଟି ସ୍ଥାନର ରହିଛି ଅତି ଘନିଷ୍ଠ ସମ୍ପର୍କ। ଭଗବାନ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା ଓ ମାତା ସୀତାଙ୍କ ନଗରୀ ନେପାଳର ସମ୍ପର୍କ…