Browsing Tag

dg abhaya

ପୋଲିସ DG ଅଭୟଙ୍କ ଦିନିକିଆ ନୂଆପଡ଼ା ଗସ୍ତ, ମାଓ ସ୍ଥିତି ନେଇ କରିବେ ସମୀକ୍ଷା

ନୂଆପଡ଼ା(କେନ୍ଯୁଜ୍): ପୋଲିସ DG ଅଭୟଙ୍କ ଦିନିକିଆ ନୂଆପଡ଼ା ଗସ୍ତ। ଜିଲ୍ଲାରେ ମାଓ ସ୍ଥିତି ନେଇ ସମୀକ୍ଷା କରିବେ ଡିଜିପି। ସୁନାବେଡ଼ା ଅଭୟାରଣ୍ୟ ଗସ୍ତରେ ଯିବେ DGP। ସୁନାବେଡ଼ାରେ ଥିବା CRPF କ୍ୟାମ୍ପ ପରିଦର୍ଶନ କରିବେ। ମାଓ ମୁକାବିଲା କ୍ଷେତ୍ରରେ ଓଡ଼ିଶା ବିଗତ ଦିନରେ ସଫଳତା ସହ କରିଛି।…

ଷ୍ଟେଟ୍‌ ଫରେନ୍‌ସିକ୍‌ ସାଇନ୍ସ ଲାବୋରୋଟାରୀର ନୂତନ ବିଲଡ଼ିଂ ଉଦ୍‌ଘାଟନ କଲେ ପୋଲିସ ଡିଜି ଅଭୟ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟ ଅପରାଧି ବିଧି ବିଜ୍ଞାନଗାର ବା ଷ୍ଟେଟ୍‌ ଫରେନ୍‌ସିକ୍‌ ସାଇନ୍ସ ଲାବୋରୋଟାରୀର ନୂତନ ବିଲଡ଼ିଂ ଉଦ୍‌ଘାଟିତ। ପୋଲିସ ଡିଜି ଅଭୟ ଏହାକୁ ଉଦ୍‌ଘାଟନ କରିଛନ୍ତି। ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହା ସହାୟକ ହେବ। ତଦନ୍ତ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟ…

ଆଜି ପୋଲିସ୍ ଡିଜି ଅଭୟଙ୍କ ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଜିଲ୍ଲା ଗସ୍ତ

କେନ୍ଯୁଜ୍: ଆଜି ପୋଲିସ ଡିଜି ଅଭୟଙ୍କ ମାଲକାନଗିରି ଗସ୍ତ । ସକାଳ ସାଢେ ୧୦ଟାରେ ପ୍ରଥମେ ମାଲକାନଗିରି ଏମଭି-୩ ବିଏସଏଫ କ୍ୟାମ୍ପରେ ପହଞ୍ଚି ମାଓ ଦମନ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ମାଲକାନଗିରି ଜିଲ୍ଲାର ମାଓ ଇଲାକାରେ ଥିବା ବିଏସଏଫ କ୍ୟାମ୍ପକୁ…

କୋରାପୁଟ ଓ ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ

କୋରାପୁଟ/ମାଲକାନଗିରି(କେନ୍ଯୁଜ୍): କୋରାପୁଟ ଓ ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ । ସୁନାବେଡା ହାଲ୍‌ ହେଲିପ୍ୟାଡରେ ଅବତରଣ କରି ମାଲକାନଗିରି ଗସ୍ତ କରିଛନ୍ତି । ମାଲକାନଗିରିରୁ ଫେରିବା ପରେ କୋରାପୁଟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ମାଓ ଗତିବିଧି ଓ କରୋନା ସ୍ଥିତି…

ଡ୍ରଗ୍ସ କାରବାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓଡ଼ିଶା ପୋଲିସ୍ : ପୋଲିସ ଡିଜି

ଭୁବନେଶ୍ବର: ଡ୍ରଗ୍ସ କାରବାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓଡ଼ିଶା ପୋଲିସ୍ । ଏହି ଦାୟିତ୍ୱ ସ୍ପେଶାଲ ଟାସ୍କ ଫୋର୍ସକୁ ନ୍ୟାସ୍ତ କରାଯାଇଛି । ଏସଟିଏଫକୁ ଅଧିକ ସଦୃଢ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ରାଜ୍ୟ ସରକାର ଏସଟିଏଫରେ ନୂଆ ୨୭ଟି ପଦବୀ ମଞ୍ଜୁର କରିଛନ୍ତି ।…

ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ, ମୁଖ୍ୟ ପ୍ରବେଶ ପଥ ମୋଟୁରେ ପହଂଚି ସୁରକ୍ଷା ବ୍ୟବସ୍ଥାର କଲେ ଯାଞ୍ଚ

ମାଲକାନଗିରି : ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ । ପ୍ରଥମେ ମୋଟୁରେ ପହଂଚି ଏମ୍‌ଭି-୮୮ରେ ପହଂଚି ନୂତନ ଫାଣ୍ଡିର ଶୁଭାରମ୍ଭ କରିଛନ୍ତି । ପରେ ବିଏସଏଫ୍‌ କ୍ୟାମ୍ପ ଯାଇ ବୈଠକ କରିଥିଲେ । ମାଓ ଦମନ ନେଇ ପୋଲିସ ଓ ବିଏସଏଫ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି । ଶେଷରେ…

ବଲାଙ୍ଗିରରେ ପୋଲିସ ଡିଜି ଅଭୟ, ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ କରୁଛନ୍ତି ସ୍ଥିତି ସମୀକ୍ଷା

ବଲାଙ୍ଗିର: ବଲାଙ୍ଗିରରେ ପୋଲିସ ଡିଜି ଅଭୟ। ପଶ୍ଚିମ ଓଡ଼ିଶାରେ ଦିନକୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ସମୀକ୍ଷା କରୁଛନ୍ତି ପୋଲିସ ଡିଜି। ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ଥାନା ପରିଦର୍ଶନ କାର୍ଯ୍ୟକ୍ରମ ରହିଛି।…

ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ, ଶୁଭାରମ୍ଭ କଲେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ। ପୋଲିସ ଡିଜି ଅଭୟ ଏହାର ଶୁଭାରମ୍ଭ କରିଛନ୍ତି। ଏଠାରେ ସାଇବର କ୍ରାଇମର ତଦନ୍ତ ପାଇଁ ଟ୍ରେନିଂ ଦିଆଯିବ। ୬ ମାସ ମଧ୍ୟରେ ରାଜ୍ୟ ପୋଲିସର ସୋସିଆଲ ମିଡିଆ ସେଲ୍‌ କାମ କରିବ। ୨୦୦ଜଣ ପୋଲିସଙ୍କୁ ଏଠି ଟ୍ରେନିଂ ଦିଆଯିବ। ସାଇବର କ୍ରାଇମରେ…