ଆଜି ଡିଜି-ଆଇଜି ସମ୍ମିଳନୀର ତୃତୀୟ ତଥା ଅନ୍ତିମ ଦିନ, ଉଦଯାପନୀ ଭାଷଣ ରଖିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର : ସର୍ବଭାରତୀୟ ପୋଲିସ ଡିଜି-ଆଇଜି ସମ୍ମିଳନୀର ଆଜି ତୃତୀୟ ତଥା ଅନ୍ତିମ ଦିନ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ କେଉଁ ପ୍ରସଙ୍ଗ ଉତଥାପନ କରିବେ ତା ଉପରେ ନଜର ରହିଛି । ରାଜସ୍ଥାନ ଜୟପୁରରେ ହୋଇଥିବା ୨୦୨୩ ମସିହାର ଡିଜିପି ସମ୍ମିଳନୀରେ ୫ଟି ପ୍ରସଙ୍ଗ ଉପରେ ଫୋକସ…