Browsing Tag

DGCA

ମହାକୁମ୍ଭ ଯିବା ପାଇଁ ବିମାନ ଭଡ଼ା ଆକାଶଛୁଆଁ, DGCA ମଧ୍ୟ ଆଶ୍ଚର୍ଯ୍ୟ

ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଏପର୍ଯ୍ୟନ୍ତ ମହାକୁମ୍ଭରେ ୧୧ କୋଟିରୁ ଅଧିକରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । କେବଳ ଦେଶ ନୁହେଁ ବରଂ ବିଦେଶରୁ ପବିତ୍ର ସ୍ନାନ କରିବା ପାଇଁ ପହଞ୍ଚୁଛନ୍ତି । ମହାକୁମ୍ଭ ପାଇଁ ଲୋକଙ୍କ ଭିଡ଼ ଦେଖି ବିମାନ ଭଡ଼ା ଅଚାନକ…

ହଟିଲେ DGCA ମୁଖ୍ୟ ବିକ୍ରମ ଦେବଦତ୍ତ, ଲଗାତାର ବିମାନକୁ ବୋମା ଧମକ ପରେ ହେଲେ ବଦଳି

ଭାରତୀୟ ଏୟାରଲାଇନ୍ସ ଗତ ୬ ଦିନରେ ୭୦ରୁ ଅଧିକ ବିମାନରେ ବୋମା ଧମକ ମିଳିଛି । ଶନିବାର ଦିନ ୩୦ରୁ ଅଧିକ ଉଡାଣକୁ ବୋମା ଧମକ ମିଳିଛି । ଏହାରି ମଧ୍ୟରେ DGCA ମୁଖ୍ୟ ବିକ୍ରମ ଦେବଦତ୍ତଙ୍କୁ ବଦଳି କରାଯାଇଛି । ତାଙ୍କୁ ଏବେ କୋଇଲା ମନ୍ତ୍ରଣାଳୟର ସଚିବ ଭାବେ ବଦଳି କରାଯାଇଛି । ବିମାନରେ…

ଗତ ଦୁଇଦିନରେ ୧୦ ବିମାନକୁ ବୋମା ଧମକ, DGCA ଡାକିଲା ଉଚ୍ଚସ୍ତରୀୟ ବୈଠକ

ଗତ ୪୮ ଘଣ୍ଟାରେ ୧୦ଟି ବିମାନକୁ ବୋମା ଧମକ ମିଳିବା ପରେ ଡିଜିସିଏ ଏକ ଉଚ୍ଚସ୍ତରୀୟ ମିଟିଂ ଡାକିଛି । ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାୟଡୁ ବୋମା ଧମକ ମିଳିବା ପରେ ଏକ ସୁରକ୍ଷା ବୈଠକ କରିଛନ୍ତି । ଏଥିରେ ଏୟାରଲାଇନ୍ସ ସହିତ ଜଡିତ ସୁରକ୍ଷା ଏଜେନ୍ସୀ ଉପସ୍ଥିତ ରହିଛନ୍ତି । ଯେଉଁ…

ଅସୁସ୍ଥତା ଦର୍ଶାଇ ଏକାସାଙ୍ଗରେ ଛୁଟିରେ ଗଲେ ୩୦୦ କର୍ମଚାରୀ, ଏୟାର ଇଣ୍ଡିଆର ୭୦ରୁ ଅଧିକ ବିମାନ ଉଡାଣ ରଦ୍ଦ

ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୦ରୁ ଅଧିକ ଉଡାଣ ରଦ୍ଦ କରିଛି । ସୂଚନା ମୁତାବକ, ଅସୁସ୍ଥତା ଦର୍ଶାଇ ଏକାସାଙ୍ଗରେ ସମସ୍ତ କର୍ମଚାରୀ ସମୂହ ଛୁଟିରେ ଯିବାରୁ ଏପରି ସମସ୍ୟା ହୋଇଛି । ୩୦୦ରୁ ଅଧିକ କର୍ମଚାରୀ ସମୂହ ଛୁଟିରେ ଯିବାରୁ ଗତକାଲିରୁ ଆଜି ସକାଳ ପର୍ଯ୍ୟନ୍ତ ୭୮ରୁ ଅଧିକ ଘରୋଇ ଓ…

୧୨ ବର୍ଷରୁ କମ୍‌ ବୟସ ପିଲାଙ୍କୁ ବାପା ମା’ଙ୍କ ପାଖରେ ସିଟ୍‌ ଦିଅ, ସମସ୍ତ ଏୟାରଲାଇନ୍ସ କମ୍ପାନୀକୁ ନିର୍ଦ୍ଦେଶ ଦେଲା…

୧୨ ବର୍ଷରୁ କମ୍‌ ବୟସ ପିଲାଙ୍କୁ ଉଡାଣ ସମୟରେ ନିଜ ବାପା ମା’ଙ୍କ ପାଖରେ ସିଟ୍‌ ଦେବାକୁ ସମସ୍ତ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି DGCA । ପିଲାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । DGCA ଆଜି ଏକ ବୟାନ ଜାରି କରି କହିଛି । ଜାରି ହୋଇଥିବା ବୟାନ ମୁତାବକ,…

ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନ ପରସ୍ପର ସହିତ ଧକ୍କା, ଭାଙ୍ଗିଗଲା ବିମାନ ଡେଣା

ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା । ପଶ୍ଚିମବଙ୍ଗ କୋଲକତା ଏୟାରପୋର୍ଟରେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନର ଡେଣା ପରସ୍ପର ସହିତ ଧକ୍କା ହୋଇଛି । ଫଳରେ ପଙ୍ଖ ଭାଙ୍ଗିଯାଇଛି । ଇଣ୍ଡିଗୋ ବିମାନ ଟ୍ୟାକ୍ସ ବି ରେ ଯାଉଥିବା ବେଳେ ଏୟାର ଇଣ୍ଡିଆର ବିମାନ ସହିତ ଧକ୍କା ହୋଇଥିଲା । ତେବେ…

ଏୟାର ଇଣ୍ଡିଆ ବିରୋଧରେ DGCAର ବଡ଼ କାର୍ଯ୍ୟାନୁଷ୍ଠାନ, ଲଗାଇଲା ୧୦ ଲକ୍ଷ ଟଙ୍କା ଜରିମାନା

ଏୟାର ଇଣ୍ଡିଆ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡିଜିସିଏ। ଏହା ଏୟାର ଇଣ୍ଡିଆ ଉପରେ ଲଗାଇଛି ୧୦ ଲକ୍ଷ ଟଙ୍କା ଜରିମାନା। ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର୍‌)ର ଉଲ୍ଲଂଘନ ପାଇଁ ଡିଜିସିଏ ଏୟାର ଇଣ୍ଡିଆ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିଏଆର୍‌…

ଏୟାରଲାଇନ୍ସ କମ୍ପାନୀଙ୍କ ମନମାନି, ଭୁବନେଶ୍ୱରକୁ ଆସୁଥିବା ବିମାନ ଭଡା ଦାମ୍‌ ୫୦ ହଜାରରୁ ଅଧିକ

ଓଡିଶାର ବାଲେଶ୍ୱରରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୭୫ ଜଣଙ୍କର ଜୀବନ ଚାଲିଯାଇଛି । ଏଭଳି ଭୟଙ୍କର ଟ୍ରେନ ଦୁର୍ଘଟଣା ଯୋଗୁଁ ସେହି ରୁଟରେ ଚାଲୁଥିବା ସମସ୍ତ ଟ୍ରେନକୁ ବାତିଲ କରାଯାଇଛି । ଯାହାର ଫାଇଦା ନେଉଛନ୍ତି ବିମାନ କମ୍ପାନୀ ଏବଂ ବସ୍‌ ମାଲିକ । ଏହିସୁବ ରୁଟରେ ଚାଲୁଥିବା…

୩୦ ମଇ ପର୍ଯ୍ୟନ୍ତ Go First ର ସମସ୍ତ ଉଡାଣ ବାତିଲ, ଯାତ୍ରୀଙ୍କୁ ମିଳିବ ଟିକେଟ ରିଫଣ୍ଡ

ଗୋ ଫାଷ୍ଟ ଏୟାରଲାଇନ୍ସ ୩୦ ମେ ପର୍ଯ୍ୟନ୍ତ ସମସ୍ତ ଉଡାଣକୁ ରଦ୍ଦ କରିଛି । ଆଉ ଟିକେଟ କରିଥିବା ଯାତ୍ରୀଙ୍କୁ ଖୁବଶୀଘ୍ର ରିଫଣ୍ଡ କରିବ ବୋଲି ଏୟାରଲାଇନ୍ସ ସୂଚନା ଦେଇଛି । ଏୟାରଲାଇନ୍ସ ପକ୍ଷରୁ ଉଡାଣ ବାତିଲ ହେବାରୁ ଅନେକ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । କମ୍ପାନୀ ଖୁବଶୀଘ୍ର ଉଡାଣ ପରିଚାଳନା…

ଦେବାଳିଆ ସ୍ଥିତିରେ ଗୋ ଫାଷ୍ଟ (Go First) ଏୟାରଲଲାଇନ୍ସ ! ୩ ଓ ୪ ମଇ ପରେ ଏବେ ୫ ତାରିଖର ସମସ୍ତ ଉଡାଣ ବାତିଲ

ଦେବାଳିଆ ସ୍ଥିତିରେ ଗୋ ଫାଷ୍ଟ (Go First) ଏୟାରଲଲାଇନ୍ସ । ୩ ଏବଂ ୪ ମଇର ଉଡାଣ ରଦ୍ଦ କରିବା ପରେ ପୁଣି ୫ ତାରିଖର ସମସ୍ତ ଉଡାଣ ରଦ୍ଦ କରିଛି ଏୟାରଲାଇନ୍ସ । ଏଥିପାଇଁ ଗୋ ଫାଷ୍ଟ ଏୟାରଲାଇନ୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଡିଜିସିଏ । କମ୍ପାନୀ ନିଷ୍ପତ୍ତି ଅନୁଯାୟୀ ଏହାର ୨୫…

ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା ମାମଲା: ନ୍ୟୁୟର୍କ-ଦିଲ୍ଲୀ ବିମାନର ପାଇଲଟଙ୍କୁ ନିଲମ୍ବିତ କଲା DGCA

ନଭେମ୍ବର ୨୬ରେ ନ୍ୟୁୟର୍କ-ଦିଲ୍ଲୀର ଯେଉଁ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ଜଣେ ପୁରୁଷ ଯାତ୍ରୀ ପରିସ୍ରା କରିଥିଲେ, ସେହି ବିମାନର ପାଇଲଟ୍‌ଙ୍କୁ ଡିଜିସିଏ ନିଲମ୍ବିତ କରିଛି। ବିମାନର ପାଇଲଟ୍‌ଙ୍କୁ ଡିଜିସିଏ ୩ ମାସ ପାଇଁ ସସ୍‌ପେଣ୍ଡ କରି ଦେଇଛି। ଡିଜିସିଏର ନିୟମ ଅନୁସାରେ, ଏୟାର…

ଏୟାର ଏସିଆ ଉପରେ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲା DGCA, ପ୍ରଶିକ୍ଷକ ମୁଖ୍ୟଙ୍କୁ ଦାୟିତ୍ୱରୁ ହଟାଇଲା

DGCA ନିୟମ ଉଲ୍ଲଙ୍ଘନ କରିଥିବାରୁ ଏୟାର ଏସିଆକୁ ଲାଗିଲା ବଡ ଝଟକା । ୨୦ ଲକ୍ଷ ଟଙ୍କା ଜରିମାନା ଲଗାଇଲା ଡିଜିସି । ଡିଜିସିଏ ମୁତାବକ, ଏୟାର ଏସିଆ ପାଇଲଟ ଟ୍ରେନିଂରେ ଗଡବଡ କରିଛି। ଏହା ସହିତ ପାଇଲଟଙ୍କ ପ୍ରୋଫିସିଏନ୍ସି ରେଟିଂ ଚେକ୍‌ ସମୟରେ ଅଭ୍ୟାସ କରିନାହିଁ । ତେଣୁ ଏୟାର ଏସିଆ ଉପରେ ୨୦…